ଭଲପିଲା
ପାଠ ପଢିବି
ବାପା, ମାଁ ଙ୍କ ନାଁ ରଖିବି
କାଳିଆ ଘୋଡ଼ାରେ ଚଢିବି
ବାପା,
ତୁମ ମୁହଁରେ ହସ ଦେଖିବାକୁ, ଯିଏ ନିଜର ସବୁକିଛି ବଳିଦାନ ଦିଅନ୍ତି |
ମା, ଯିଏ ଆମକୁ ଦୁନିଆକୁ ଦେଖାଏ । ବାପା ଯିଏ ଆମକୁ ଦୁନିଆ ଦେଖାନ୍ତି |
...*ମା*...
ଘରେ ଥିବା 'ମା' କୁ ଖୁସିରେ ରଖ, ମନ୍ଦିରରେ ଥିବା ମା ଆପେ ଆପେ ଖୁସି ହୋଇଯିବେ.
..' ମା '...
ମାଆ ଆଉ ବାପାଙ୍କର ହାତ ଧରି ଚାଲ ,
କାହା ପାଦ ଧରିବା ଦରକାର ନାହିଁ.
ବାପା ଓ ମାଆଙ୍କୁ ଶେଷ ସମୟରେ ଯେଉଁ ପୁଅ ଦୁଃଖ ଦେଇଥାଏ, ସେଇ ଦୁଃଖ ତା ' ଶେଷ ସମୟରେ ତାକୁ ହିଁ ମିଳିଥାଏନ।
ବାପା,
ଯିଏ କାନ୍ଧରେ ଆନନ୍ଦ ବହନ କରନ୍ତି ଏବଂ ଆମକୁ ଏହି ଦୁନିଆ ଦେଖାନ୍ତି |
ନିଜ ଲକ୍ଷ୍ୟକୁ ସେଇ ଲୋକମାନେ ହାସଲ କରନ୍ତି, ଯେଉଁ ମାନେ ପ୍ରତି ମୁହୁର୍ତ୍ତରେ ହେଉଥିବା ଭୁଲ୍ କୁ ସୁଧାରିବାକୁ ଚେଷ୍ଟା କରନ୍ତି ।