Poems are the fabulous lines oozing out from the bottom of the heart.
Share with friends
ଏ ସଂସାର ଏକ ସମୁଦ୍ରଟେ ଏ ଜୀବନ ଏକ କ୍ଷୁଦ୍ର ଜଳ ବିନ୍ଦୁଟେ, ସମୁଦ୍ରର ରହସ୍ୟ ଯେ କ୍ଷୁଦ୍ର ଜଳ ବିନ୍ଦୁ ବୁଝିଲା ମଣିଷ ଆଗେ, ନ ବୁଝିଲେ ଜୀବନ ସଫଳତାର ପଛପଟେ