@wesyyukz

Satyaprakash Sethy, M. A(UGC NET)
Literary Brigadier
AUTHOR OF THE YEAR NOMINEE - 2018 & 2019



247
Posts
226
Followers
13
Following

Nila Gaganara Pathika - my story book available in amazan - pl read I'm working as SARCS, coop dept of odisha state govt, M. A in Odia, qualified UGC, eligibility for lecture ship,writes both Eng & odia poem & prose. SCART ODISHA conferred upon me the title "Sahitya sarathi". I have compiled... Read more

Share with friends

Submitted on 30 Jul, 2019 at 13:46 PM

ଯାହା ମନକୁ ଦହେ ହୃଦୟକୁ ଚକଟେ ତାହା ହିଁ ପ୍ରେମ।

Submitted on 28 Jul, 2019 at 14:39 PM

Success does not come alone It comes with many successful stories Similarly, the misfortune also

Submitted on 25 Jul, 2019 at 17:51 PM

କ୍ରୋଧ ପରିଣତି ପ୍ରତି ସଚେତନତା ସୃଷ୍ଟି କରି ପାରେନା।

Submitted on 23 Jul, 2019 at 17:22 PM

What is the life Not defined, it, a clear That's the great concern Which makes me a little worry

Submitted on 20 Jul, 2019 at 17:01 PM

କୁହ ବା ନ କୁହ କିନ୍ତୁ ଯଦି କୁହ ତେବେ ମିଠା କୁହ

Submitted on 20 Jul, 2019 at 11:04 AM

ମନରେ କୁହୁଳୁ ଉଠିଥିବା ଅସନ୍ତୋଷକୁ ଚାପି ରଖି ଦଗ୍ଧୀଭୂତ ହେବା ଦ୍ଵାରା ସମ୍ପର୍କରେ ବ୍ୟବଧାନ ସିନା ବଢିଯାଏ ହେଲେ ସମାଧାନର ବାଟ ଫିଟେନା

Submitted on 13 Jul, 2019 at 20:03 PM

Truth - Become scapegoat by ambition of imperialism and abnormal functions of power.

Submitted on 13 Jul, 2019 at 20:01 PM

Truth - A judgement, hypothesis or mind's eye that is true or accepted as true.

Submitted on 13 Jul, 2019 at 19:58 PM

Truth-A mindset often Capitalise a transcendent fundamental and spiritual reality.

Submitted on 13 Jul, 2019 at 19:53 PM

Truth is the horoscope of peace

Submitted on 13 Jul, 2019 at 16:34 PM

You all remain in peace That is my wish

Submitted on 13 Jul, 2019 at 16:28 PM

ମୁଁ ଚାହେଁ ଜିଇଁବାକୁ ପୁଣି ଥରେ ସେହି ମୁହୂର୍ତ୍ତକୁ ଯେଉଁ ମୁହୂର୍ତ୍ତକୁ ଛାଡିଥିଲି ଦିନେ କେଉଁ ମୁହୂର୍ତ୍ତରୁ

Submitted on 05 Jul, 2019 at 11:54 AM

ଜଗତର ନାଥ ଆହେ ଜଗନ୍ନାଥ କରୁଣା ସାଗର ପରା ଢାଳି ଦିଅ ତୁମ ଆଶିଷର ବାରି ପରିପୃଷ୍ଠ ହେଉ ଧରା

Submitted on 30 Jun, 2019 at 16:27 PM

ଘରେ ନାହିଁ ତୋର ଚୂଡ଼ା କି ଚାଉଳ ମୁହଁ ଛିଞ୍ଚାଡୁଛି କେତେ ମୁଁ ଜାଣିଛି ତୋର ଘନ ଧନ ପଣ ଛଟକ କାଢୁଥା' ଯେତେ

Submitted on 30 Jun, 2019 at 15:34 PM

win the heart, leave the ego Share the joy and happiness.

Submitted on 30 Jun, 2019 at 15:32 PM

Statement I:ସେକାଳ ପଖାଳ ଏ କାଳେ ନାହିଁ। StatementII:ଅତୀତ କ’ଣ କେହି କେବେ ଦେଖିଛି Reasoning :ଏହା ବିକାଶର ପରିପନ୍ଥୀ ନା ବିକାଶୋନ୍ମୁଖୀ ମାନବର ଅଟ୍ଟହାସ୍ୟ?

Submitted on 30 Jun, 2019 at 15:28 PM

ମୁଁ ଘର ଛାଡିବା ଆଗୁ ଭୁଲି ନଥାଏ ମୋ ମା'ସରାଗର ସେଇ କେଇପଦ ମିଠା କଥା ଯାହା ମୋତେ ଆଗୁସାର କରି ନେଇଯାଏ ମୋ କର୍ମ ଭୂମା।।

Submitted on 30 Jun, 2019 at 15:24 PM

ସେଦିନ କି ସୁନ୍ଦର ଥିଲା ମୋ ମାଆର କଥା ଗୀତି ଆଜି ବି ବୋଧେ ସୁନ୍ଦର ଅଛି କେବଳ ତା’ରି ସ୍ମୃତି

Submitted on 30 Jun, 2019 at 15:16 PM

ଯାହା କଥାରେ ନଥାଏ ନା’ଟି ସେଇଟି କି ମୋହର ମାଆଟି

Submitted on 30 Jun, 2019 at 15:12 PM

ପୁଣ୍ୟ କରି ପୁଣ୍ଯ ବଳେ କେହୁ ଜନ ଲଭେ ସିନା ସ୍ଵର୍ଗ ସୁଖ ହେଲେ ମା'ର ମମତା ବନ୍ଧୁର ବନ୍ଧୁତା ମିଳେନି ସବୁରି ଭାଗ୍ୟେ

Submitted on 30 Jun, 2019 at 14:58 PM

ଖାଲି ଜିଣ – ଛାଡ଼ ବାଣ୍ଟ ତୁମେ ହୃଦୟ ଜିଣ, ଘମଣ୍ଡ ଛାଡ଼ ଖୁସି ତୁମେ ବାଣ୍ଟି ଚାଲ ଖାଲି ଜିଣ ଛାଡ଼ ବାଣ୍ଟ ତୁମେ

Submitted on 30 Jun, 2019 at 14:55 PM

ଦରିଦ୍ରତାର ଅଛି ଯେତେ ଯହିଁ କାରଣ ତହୁଁ ଅନ୍ୟତମ ଅଭିଳାଷାର ଅଭାବ।

Submitted on 30 Jun, 2019 at 14:52 PM

କଥା ଦିଅ ବନ୍ଧୁ ଛାଡିବନି କେବେ ସାଥୀ ସୁଖେ ଦୁଃଖେ ମୋର ହୋଇବ ଟିକିଏ ସାକ୍ଷୀ

Submitted on 30 Jun, 2019 at 14:49 PM

ମନ ମଧ୍ୟରେ କୁହୁଳୁ ଉଠୁଥିବା ଅସନ୍ତୋଷକୁ ଚାପି ରଖି ଦଗ୍ଧୀଭୂତ ହେବା ଦ୍ଵାରା ସମ୍ପର୍କରେ ବ୍ୟବଧାନ ସିନା ବଢେ ହେଲେ ସମାଧାନର ବାଟ କି ଫିଟେ?

Submitted on 30 Jun, 2019 at 14:45 PM

ବନ୍ଧୁ ପରି ବନ୍ଧୁ ନାହିଁ ଆଉ କେହି ସେହି ଏକା ବନ୍ଧୁ ସବୁଠୁଁ ସେ ପ୍ରିୟ।

Submitted on 30 Jun, 2019 at 14:41 PM

StatementI:New is very clever and practical Statement II:Old is gold REASONING I:New generation is free from all blind belief and deal with scientific manner. Reasoning II:Old is more experienced and judicious.

Submitted on 30 Jun, 2019 at 14:37 PM

Reasons why I love my friends : To share joy and happiness. To learn the secrecy of life. To speak them what I can’t speak others. I love them like anything because They are something special to me.

Submitted on 30 Jun, 2019 at 14:33 PM

Do as you can Don’t do as you can't

Submitted on 30 Jun, 2019 at 14:30 PM

Nor of the business is so busy But people say always I’m so busy .

Submitted on 30 Jun, 2019 at 14:26 PM

Real service is to do something Without accepting anything in turn.

Submitted on 30 Jun, 2019 at 14:23 PM

The friendship of a friend is very difficult to achieve. After walking and walking and searching a while one might get it at the far end of steadious journey.

Submitted on 30 Jun, 2019 at 14:19 PM

Limit your needs Reduce your wants The more you reduce The greater your happiness.

Submitted on 28 Jun, 2019 at 12:11 PM

ନିନ୍ଦା ହେଉ ବା ଅପବାଦ ସବୁ ମୁଖସ୍ଥ କଲା ପରେ ତୁମେ ସିନା ନେତା ଚନ୍ଦ୍ରଚୂଡ଼..

Submitted on 28 Jun, 2019 at 12:08 PM

ପ୍ରେମମୟ ଯେ ଏ ସାରା ଜଗତ ମାନବବାଦରେ ରଖ ବିଶ୍ବାସ ଯୁଦ୍ଧ ଅବା ବଳ ପ୍ରୟୋଗ କରି କେହି ହୋଇନି ତ ସେ କେବେ ବଡ଼…

Submitted on 28 Jun, 2019 at 12:05 PM

ପ୍ରତ୍ୟହ ଏଠି କାହାଣୀ ନୂଆ ନୂଆ ଜୀବନଟା ଲାଗେ ତେଣୁ ଅଧା ଅଧା। ତଥାପି ବଞ୍ଚିବାର ମୋହ ଭିଡିକି ଧରେ ଜୀବନଟାକୁ ମୁଇଁ ବାଜି ଲଗାଇ ଖୋଜେ। ଦୁଃଖ ହେଉ ଅବା ସୁଖ ଅପ୍ରମିତ ସବୁକିଛି କେମିତି ଆପଣାର ମଣି ବଞ୍ଚିବାକୁ ମୁଁ ଏଠି ଜୀବନ ବୁଝେ…

Submitted on 28 Jun, 2019 at 11:54 AM

ଆଉ ମୁଁ ଭଲ ପାଏ ସେ ସମସ୍ତଙ୍କୁ ଯେଉଁ ମାନଙ୍କ ଠାରୁ ମୋତେ ଠକିବାରେ ନଥାଏ

Submitted on 28 Jun, 2019 at 11:50 AM

ମୁଁ ଭଲ ପାଏ ପିଲାବେଳ ବାଲିଘର, ଗୁଳା ଡିଆଁ ବାଗୁଡ଼ି ଖେଳକୁ, ଯେଉଁଠି ଥାଏ ତୃପ୍ତିର ଆଶ୍ୱାଦନଟିଏ। ମୁଁ ଭଲ ପାଏ ବାର୍ଦ୍ଧକ୍ୟର ଉଦାସୀନ ଚେହେରାକୁ, ଯେଉଁଠି ହୃଦ ଭରୁଥାଏ ନିରାଶାରେ ଆଉ ନୟନରୁ ଝରି ପଡୁଥାଏ ଅଶ୍ରୁ ବୁନ୍ଦାଟିଏ।

Submitted on 28 Jun, 2019 at 11:48 AM

ମୁଁ ମୋତେ ଭଲ ପାଏ, କାରଣ ପ୍ରବଞ୍ଚନା ପ୍ରତାରଣେ ପ୍ରତାରିତ ହେବା ନଥାଏ। ମୁଁ ଭଲ ପାଏ ମୋ ଏକଲାପଣକୁ କାରଣ ଗହଳି ଭିତରେ ହଜି ଯିବା ନଥାଏ।

Submitted on 28 Jun, 2019 at 11:37 AM

ଜୀବନ ନାଟକେ ଆମେ ସବୁ ନାଟ୍ୟ ଅଭିନେତା ଅଭିନୟ ଯେଣୁ ଆମ ପେଶା ତୁମକୁ ଅଛି ମୋ କହିବା ପାଇଁକି ସେଇ ଏକ ଅଥଚ ଭିନ୍ନ ଏକ ଅଭିନୟର କଥା।

Submitted on 28 Jun, 2019 at 11:19 AM

What is the life Not defined, it, a clear Which makes me a little worry Still we live it and experience new always

Submitted on 28 Jun, 2019 at 11:09 AM

Life is to live: It’s difficult to live life Where life is panic Still we live it taking risk Because life is to live

Submitted on 27 Jun, 2019 at 17:38 PM

ଗଛରେ ଫଳିଲେ ପାଚିଲା ବେଲ ତ କାଉର କି ଲାଭ ହୁଏ ଦେଶର ସମ୍ପତ୍ତି ପ୍ରଜା ନପାଇଲେ ସୁଷମ ବଣ୍ଟନ କି ଏ

Submitted on 27 Jun, 2019 at 17:34 PM

ନିଜେ ନିଜର ତ ବଡ଼ ଶତୃ ପରା ମାନୁ ନାହଁ ସ୍ରୁଷ୍ଟି ସର୍ତ୍ତ ଅଜ୍ଞାନତା ଦୋଷ ଦୂର ନହେଲେ ତ ସବୁ ହେବ ଶୂନ୍ୟ ଗର୍ଭ

Submitted on 27 Jun, 2019 at 17:32 PM

ଦୁନିଆ ବୁକୁରେ ନାହିଁ କେହି ଜଣେ ସାଥୀ ଅବା ପରିଜନ ସବୁ ପ୍ରବଞ୍ଚନା ପ୍ରତାରଣା ଖାଲି ଆପଣା ସ୍ୱାର୍ଥରେ ମନ।

Submitted on 27 Jun, 2019 at 17:29 PM

ତୁମ ଆମ ପରା ସମ୍ପର୍କର ଡୋର ଲମ୍ବିଥିଲା କେଉଁ କାଳୁ ହଠାତ୍ ଏମିତି କଅଣ ହେଲା କି ଗୋଟା ପୁଣି ହେଲା ଚଳୁ

Submitted on 27 Jun, 2019 at 17:25 PM

ଯୁଗେ ଯୁଗେ କ’ଣ ବିଭୀଷଣ ଥା’ନ୍ତି ଘଟଣା କ୍ରମରେ ପଡି ଭାଇ ଭାଇର ତ ଶତୃ ପାଲଟନ୍ତି ସମ୍ପର୍କ ଖାଆନ୍ତି ପୋଡ଼ି

Submitted on 27 Jun, 2019 at 17:23 PM

କାହାକୁ କହିବା ଫେରାଦ ହେବାରେ ଚାରିଆଡ଼େ ଚୋର ଚୋର ଦୁନିଆର ଗତି ଓଲଟା ହେଲାଣି ସାଧୁ ଯେଉଁଠି ତ ଚୋର।

Submitted on 27 Jun, 2019 at 17:20 PM

ମଣିଷକୁ ଏଠି ମଣିଷ ଚିହ୍ନିବା କାଠିକର ପାଠ ହୁଏ ମୁଖେ ଧରି ମହୁ ପେଟେ ଭରିଥାଏ ବିଷ ମହାକୁମ୍ଭ ସିଏ

Submitted on 27 Jun, 2019 at 08:45 AM

ବାପା ଦିନେ ପରା ପଚାନାଉ କରି ବୁଲାଉ ଥାଏ ଗାଁ ଦାଣ୍ଡ ହାତ ଧରି ପୁଣି ଚଲାଇ ଶିଖାଏ କହୁଥାଏ ଭେଦ ଦଣ୍ଡ ଯେଉଁ ଦିନ ପୁଅ ସଳଖି ଚାଲିଲା ମୁଣ୍ଡକୁ ପାଇଲା ହାତ ଭୁଲିଗଲା ସବୁ କହି ପକାଇଲା କିଛି ଜାଣି ନାହଁ ତାତ

Submitted on 27 Jun, 2019 at 03:59 AM

ମଣିଷକୁ ଏଠି ମଣିଷ ଚିହ୍ନିବା କାଠିକର ପାଠ ହୁଏ ମୁଖେ ରଖି ମହୁ ପେଟେ ଭରିଥାଏ ବିଷ ମହାକୁମ୍ଭ ସିଏ

Submitted on 26 Jun, 2019 at 20:22 PM

କାହାକୁ କହିବା ଫେରାଦ ହେବାରେ ଚାରି ଆଡ଼େ ଚୋର ଚୋର ଦୁନିଆର ଗତି ଓଲାଟା ହେଲାଣି ସାଧୁ ପାଲଟୁଛି ଚୋର

Submitted on 26 Jun, 2019 at 14:09 PM

କଥା ଦିଅ ବନ୍ଧୁ ଛାଡ଼ିବନି କେବେ ସାଥୀ ଦୁଃଖେ ସୁଖେ ମୋର ହୋଇବ ଟିକିଏ ସାକ୍ଷୀ

Submitted on 25 Jun, 2019 at 10:06 AM

ଆଜି ସ୍ୱାର୍ଥ ଶିଖା ପ୍ରଜ୍ଜ୍ଵଳିତ ହୁଏ ସ୍ଵାର୍ଥର ବଡ଼ିମା ପାଇଁ ସ୍ନେହ ମମତାଟି କେଣେ ତ ଯାଉଛି ଦୁଷ୍ପ୍ରାପ୍ୟ ପରାଏ ହୋଇ।

Submitted on 25 Jun, 2019 at 10:04 AM

ଅଙ୍ଗୁର ଶର୍କରା ଜାତୀୟ ଫଳ ଯେ ଗୁଣ ଧର୍ମ ତା’ର ମିଠା ଦୁର୍ନାମ ଗାଇବା ଲୋକଙ୍କୁ ସେ ପିତା ତେଣୁ ସେ କହିବେ ସିଠା

Submitted on 25 Jun, 2019 at 10:02 AM

ଜୀବନ ତମାମ ଭେଟିଲି କେତେ ଯେ ଅର୍ଦ୍ଧ ପାଗଳଙ୍କୁ ଭାଇ ସବୁ ପାଗଳଙ୍କୁ ଭଲ କଲା ପରେ ମୁଁ ଯେ ତାଙ୍କ ପାଇଁ ବାଇ

Submitted on 25 Jun, 2019 at 09:59 AM

କୃଷକ ଦିବସେ ଚଷା ଭାଇ ଆମ ହୋଇନି ସେତେଟା ସଭ୍ଯ ତଥାପି ତା’ ଲାଗି ଏହି ସମାରୋହ ସମ୍ମାନର ଯିଏ ଯୋଗ୍ୟ

Submitted on 25 Jun, 2019 at 09:56 AM

ଅକ୍ଷୟ ତୃତୀୟା ଅଖି ମୁଠି ଧରି ଲଙ୍ଗଳ କଣ୍ଟି ଯେ ଧରେ ଫଳିଥାଏ କେତେ ସୁନାର ଫସଲ ହିସାବ ନରଖି ପାରେ

Submitted on 25 Jun, 2019 at 09:54 AM

ଚଷା ଭାଇ ଆମ ଫଳାଏ କ୍ଷେତରେ. ସବୁଜ ଫସଲ କେତେ ଥକି ନାହିଁ କେବେ ଥକିବ ନାହିଁଟି ପରିଶ୍ରମୀ ଲୋକ ଯେତେ

Submitted on 25 Jun, 2019 at 09:52 AM

ପଖାଳ ସାଙ୍ଗକୁ ଶୁଖୁଆ ପୋଡ଼ାର ସୁଆଦିଆ ତରକାରୀ ଭାରି ମନେ ପଡ଼ ବିଦେଶରେ ଆଜି ଖାଇବି ପଖାଳ ବାଢି

Submitted on 25 Jun, 2019 at 09:48 AM

ଖାଦ୍ୟ ପାଇଁ ବଣା ଖାଦ୍ୟ ପାଇଁ ପାଲା ପେଟ ଚିନ୍ତା ଅନୁକୋଟି ପେଟରେ ପଡ଼ିଲେ ଖାଦ୍ୟ କଣିକାଟି ଆତ୍ମା ଶାନ୍ତି ଲଭିବଟି

Submitted on 25 Jun, 2019 at 09:46 AM

ଭାଉଜଙ୍କ ହାତ ରାନ୍ଧଣା ଦେଖିଲେ ପାଟିରୁ ବୋହିବ ଲାଳ ଖାଇ ଦେଲା କ୍ଷଣି ଝାଲ ତରକାରୀ ଦେହରୁ ବୋହିବ ଝାଲ

Submitted on 25 Jun, 2019 at 09:41 AM

ଚୋରଙ୍କ ସର୍ଦ୍ଦାର ମୁହଁ ଭୂରି ମାରେ ନଳୀ ଯାଉ ତେଣେ ଶୁଖି ବାହାପିଆଙ୍କର ଅଖା ବିରି ନାହିଁ ଛପର ଯାଏ ସେ ଉଡ଼ି

Submitted on 25 Jun, 2019 at 09:35 AM

ଦେଶର ପ୍ରଗତି ଜାତିର ପୀରତି ଯିଏ ସଦା ଚିନ୍ତୁଥାଏ ଜାତୀୟତାବାଦୀ ନେତା ଅଟେ ସିଏ ଏ କଥାଟି ଜଣା ଯାଏ।।

Submitted on 25 Jun, 2019 at 09:32 AM

ଦେଶରେ ଏକତା ବିଶ୍ୱରେ ମାନ୍ୟତା ଶୁଭ ସଂକେତଟି ମିଳେ ଆମେ ଭାରତୀୟ ଅଟେ ପରିଚୟ ଗର୍ବେ କହେ ଉଚ୍ଚ ସ୍ଵରେ

Submitted on 25 Jun, 2019 at 09:29 AM

ଜାତି ଜାତୀୟତା ନଥିଲେ ହୃଦୟେ ସେ କି ମାନବରେ ଗଣା ମାନବରେ ପୁଣି ମାନବତା ଗୁଣ ନଥିଲେ ହୁଏ ସେ ବଣା

Submitted on 25 Jun, 2019 at 09:24 AM

ଭଲ ମଣିଷ କି ଖରାପ ମଣିଷ ବୁଝାଟି ଅବୁଝା ପଡ଼େ କିନ୍ତୁ ନେଣ ଦେଣ କଲେ କାରବାର ଭଲ ମନ୍ଦ ବୁଝା ପଡ଼େ

Submitted on 25 Jun, 2019 at 09:21 AM

ଯେତେ ମଜଭୁତ ଥାଉନା କାହିଁକି ସମ୍ପର୍କର ଲମ୍ବ ଡୋର ପଇସା ଗଣ୍ଡାକ ବଢାଇ ଦେଖ ହେ ସମ୍ପର୍କ କତି ନା ଦୂର

Submitted on 25 Jun, 2019 at 09:18 AM

କୃଷି କୃଷକର ନହେଲେ ଉନ୍ନତି ଆହାର ଯୋଗାଏ ଯିଏ ଦେଶର ବିକାଶ ଜାତିର ପ୍ରଗତି ସମ୍ଭବ ହେବା କି ସିଏ?

Submitted on 25 Jun, 2019 at 09:16 AM

ମିଶାଣ ଫେଡାଣ ହରଣ ଗୁଣନ ଜୀବନ ଗଣିତ ଭଲ ହୋଇଗଲେ ଟିକେ ବ୍ୟତିକ୍ରମ ଅବା ହୋଇଯିବ ସବୁ ଭୂଲ।

Submitted on 25 Jun, 2019 at 09:11 AM

ଚଷା ଭାଇ ଆମ ଫଳାଏ କ୍ଷେତରେ ହସିଲା ଫସଲ କେତେ ଯାହା ଲାଗି ଆମ ହୃଦେ ପରା ନାହିଁ ଆହା ପଦୁଟିଏ ସେତେ

Submitted on 25 Jun, 2019 at 09:07 AM

ମୁଁ ମୁଁ ‘ର ରାଜୁତି ଚାଲଇ ଯେଉଁଠି ସେଠି ନାହିଁ କାହିଁ ଆଉ ତୁମେ ଆମେ ସବୁ ଅଛି ଖାଲି ପରା ସେହି ସେ ସ୍ୱାର୍ଥର ଭାଉ

Submitted on 25 Jun, 2019 at 09:03 AM

ସାହିତ୍ୟ ସଭାଟି ସବୁଠୁଁ କି ବଡ଼ ଅତିଥୀ ହୋଇଣ ଆଗେ ବସିଗଲେ ଧନ୍ଯ ହୋଇବ ଜୀବନ ତେଣିକି ସାଧନା ବାଗେ।

Submitted on 25 Jun, 2019 at 09:01 AM

ଜୀବନଟା ମୋର ଅସାର ହେଲାଣି ପାଉ ନାହିଁ କିଛି ତତ୍ତ୍ଵ ବାକି ଜୀବନଟା ନିଷ୍ଫଳ ହେବକି ଜଣା ନାହିଁ ବିଶେଷତ୍ଵ

Submitted on 25 Jun, 2019 at 08:54 AM

ଓଡ଼ିଶାର ଭାଷା ଓଡ଼ିଆର ପ୍ରୀତି ଯଦି ନାହିଁ କାହା ମନେ ବୃଥା କିଆଁ କର ଓଡ଼ିଆର ଗାନ ମିଛ ବାହାସ୍ପୋଟ ପଣେ

Submitted on 25 Jun, 2019 at 08:51 AM

ମାଆ ନୁହେଁ ସେ ତ ସାହା ଭରସାଟି ଘଣ୍ଟ ଘୋଡାଇଣ ରଖେ ମାଆ ନାହିଁ ଯା’ ର ସାହା ନାହିଁ ତା’ର ଜୀବନ ନଈ କି ଶୁଖେ!

Submitted on 25 Jun, 2019 at 08:46 AM

ପ୍ରାଚୀନ ଐତିହ୍ୟ ସମ୍ପନ୍ନ ଉତ୍କଳ ଦରିଦ୍ର ଭିକାରୀ କେବା ମନେ ପଡ଼ୁନି କି ପୂରୁବ ଗୌରବ ପୂରୁବ କୀରତି ଅବା

Submitted on 25 Jun, 2019 at 05:04 AM

Honesty and simplicity Two glimpses of life That glitter the character In absence, everything is dark

Submitted on 25 Jun, 2019 at 05:00 AM

ସରଳତା ଆଉ ସାଧୁତାର ଗୁଣ କ୍ଷୀଣ ପ୍ରଭ ସିନା ରେଖା ଔଜ୍ଜଲ୍ୟେରେ କିନ୍ତୁ ଭରଇ ଜୀବନ ଯା'ବିନା ଯେ ରୁଖାଶୁଖା

Submitted on 25 Jun, 2019 at 04:58 AM

ଗରଜିଲା ମେଘ ବରଷେ ନାହିଁ ତ ଭୟରେ ମନ୍ଥିତ ହୃଦ୍ ଚଉଦିଗ ଦିଶେ ଅନ୍ଧକାରମୟ ହାତୀ ପାଡି ଦିଏ ଫୁସ୍।। କଥାରେ ନଥାଉ ମୂଲ୍ୟ କିଛି ପଛେ ଚୋରଙ୍କର ମୁହଁ ଟାଣ ଫୁଟାଣିଆଙ୍କର ଟିପ୍ପଣୀ ବଡ଼ ବାସ୍ତବତା ନାହିଁ ଜାଣ।।

Submitted on 25 Jun, 2019 at 04:55 AM

ଧର୍ମ ସତ୍ୟ ନ୍ୟାୟ ଥାଉ ବା ନଥାଉ କାହିଁକି ସହିବା ଏତେ ଅନ୍ୟାୟ ଅନୀତି ଦୁର୍ନୀତି ବିରୁଦ୍ଧେ ଲଢ଼ିବା ଅଛନ୍ତି ଯେତେ।।

Submitted on 25 Jun, 2019 at 04:53 AM

ରାମ ଥିଲେ ଅବା ନଥିଲେ ବୋଲିଣ କହି ହେଉ ନାହିଁ ଭାଇ ହେଲେ ରାମ ରାଜ୍ୟ ପରିକଳ୍ପନାଟି ଅତୀବ ସୁନ୍ଦର ସେଇ।।

Submitted on 23 Jun, 2019 at 05:35 AM

ସରଳତା ଆଉ ସାଧୁତାର ଗୁଣ କ୍ଷୀଣ ପ୍ରଭ ସିନା ରେଖା ଔଜ୍ଜଲ୍ୟେରେ କିନ୍ତୁ ଭରଇ ଜୀବନ ଯା'ବିନା ଯେ ରୁଖାଶୁଖା

Submitted on 23 Jun, 2019 at 05:31 AM

Honesty and simplicity Two glimpses of life That glitter the most In absence, life is dark

Submitted on 22 Jun, 2019 at 18:21 PM

ଆଜି ସ୍ୱାର୍ଥ ଶିଖା ପ୍ରଜ୍ଜ୍ଵଳିତ ହୁଏ ସ୍ଵାର୍ଥର ବଡ଼ିମା ପାଇଁ ସ୍ନେହ ମମତାଟି କେଣେ ତ ଯାଉଛି ଦୁଷ୍ପ୍ରାପ୍ୟ ପରାଏ ହୋଇ

Submitted on 22 Jun, 2019 at 18:08 PM

ଶିକ୍ଷା ସଂସ୍କୃତିର ନୋହିଲେ ବିକାଶ ହଟିବନି ଅନ୍ଧକାର ନାରୀ ଜାଗରଣ ନାରୀ ଜାଗୃତିଟି ତହୁଁ ବଳି ଶ୍ରେୟସ୍କର

Submitted on 22 Jun, 2019 at 06:16 AM

Birth is not important Action is important Whose fragrance and beauty Spreads everywhere

Submitted on 22 Jun, 2019 at 05:53 AM

Lotus rises from mud Muddy mud is the house So beautiful, the queen of the flower Love and admire, we all

Submitted on 21 Jun, 2019 at 20:23 PM

Lotus rises from mud Muddy mud is the house So beautiful, the queen of the flower Love and admire, we all

Submitted on 21 Jun, 2019 at 20:12 PM

ମାଟି ନୁହେଁ ସେ ତ ଏ ଦେଶ ମାଆଟି ନାଆଁଟି ସିନା ତା ମାଟି ଚଷା ଭାଇ ଆମ ଫଳାଏ ଯହିଁଟି ଫଳ ପୁଷ୍ପ ପିଟି ବା’ଟି। ।

Submitted on 21 Jun, 2019 at 02:42 AM

ମାଟି ନୁହେଁ ସେ ତ ଏ ଦେଶ ମାଆଟି ନାଆଁଟି ସିନା ତା ମାଟି ଚଷା ଭାଇ ଆମ ଫଳାଏ ଯହିଁଟି ଫଳ ପୁଷ୍ପ ପିଟି ବା’ଟି। ।

Submitted on 20 Jun, 2019 at 16:28 PM

ଶିକ୍ଷା ସଂସ୍କୃତିର ନୋହିଲେ ବିକାଶ ହଟିବନି ଅନ୍ଧକାର ନାରୀ ଜାଗରଣ ନାରୀ ଜାଗୃତିଟି ତହୁଁ ବଳି ଶ୍ରେୟସ୍କର


Feed

Library

Write

Notification

Profile