UTKALIKA JENA
Literary Captain
6
Posts
4
Followers
0
Following

ପ୍ରତ୍ୟେକ ଭାବନାରେ କବିତା ଥାଏ ମାତ୍ର ଉପସ୍ଥାପନା ହିଁ ତାକୁ କବିତାର ରୂପ ଦେଇଥାଏ।।

Share with friends
Earned badges
See all

ଜୀବନରେ ଖାଲି ଫଳ ଉପରେ ଆଶା କରି ବଞ୍ଚିବା ଅପେକ୍ଷା କର୍ମ କରିବା ହିଁ ଶ୍ରେଷ୍ଟ ବୋଲି ଭଗବାନ ଗୀତାରେ କହିଛନ୍ତି।

ଜୀବନର ଶୂନ୍ୟତା ଭିତରେ ନିରବତା ହିଁ ପ୍ରହରୀ ସାଜିଛି।

ତୁମେ ମୋତେ ପଚାରିଥିବା ପ୍ରଶ୍ନ? ଆଉ ମୁଁ ଦେଇଥିବା ଉତ୍ତର ତୁମ ପାଇଁ ଆଉ ଏକ ପ୍ରଶ୍ନ କରିଥାଏ।

ମୁଁ ଆଜି ନୀରବ ହେଲେ ତମେ ? ଆଉ ଅନ୍ୟମାନେ ?


Feed

Library

Write

Notification
Profile