ଏ ଜାଣିଛ ଆମ ବାହା ଘର କୁ ଏକ ବର୍ଷ ବିତିଗଲା , ଆଜି ଆମ ପ୍ରଥମ ବିବାହ ବାର୍ଷିକ। ତୁମ ବିନା ଉପସ୍ଥିତିରେ ଏ ଗୋଟେ ବର୍ଷ ମତେ ଗୋଟେ ଯୁଗ ଭଳି ଲାଗିଛି ତମକୁ କେମିତି ଲାଗିଛି କୁହ ତ
ମୁଁ ସିଏ ଯିଏ ତୁମକୁ ଫୋନ କରି କି ବିରକ୍ତ କରିଦିଏ,ମୁ ତୁମକୁ ଫୋନ କରିବାକୁ ବିଲକୁଲ ବି ଥକେନି ହେଲେ ତମେ ମୋ ଫୋନ ଉଠେଇବା ତମକୁ ଭାରି ଥକା ଲାଗେ , ଆଉ ଏମିତି କଣ ପାଇଁ ହୁଏ ମୁ କିନ୍ତୁ ଜାଣିନି କିନ୍ତୁ ହଁ ଏତିକି ତ ମୁ ଜାଣିଚି ଯେ ତମର ଗୋଟେ ଫୋନ କୁ ମୁ ସବୁଦିନ ଅପେକ୍ଷା କରିଛି ଆଉ କରିବି ମଧ୍ୟ ଏଇ କଥା ଆମେ ଦୁହେଁ ଜାଣିଛନ୍ତି।