sky becomes glow
with dark moon,
relation continue without motion..
ତୁମକୁ ଦେଖିଲା ପରେ
ମୋ ସବୁ କଳ୍ପନାର ଅନ୍ତ ହେଲା ସତ;
ମୁଁ କିନ୍ତୁ ଏକା ହେଇଗଲି..
ଇଶ୍ଵର ଭକତି,ମିଳଇ ମୁକତି
ଳୋଡାନାହିଁ ମୋର ଆଉ
ପ୍ରମାଣ ସହିତ,କରିବି ଯୁକତି
ସବୁକିଛି ମୋର ବୋଉ....
ଜହ୍ନର ଉଜ୍ବଳତା ହିଁ ଆକର୍ଷଣ
ଜହ୍ନ ନୁହେଁ ବୋଲି କହୁଛି,
ଭଲ ପାଇବାର ଖୋଜି କାରଣ
ତା ପ୍ରେମରେ ନିଇତି ପଡୁଛି..
#ଅରବିନ୍ଦ
ମିଛ ବାହାନା ଭଲଲାଗେ
ମିଛ ପ୍ରତିଶୃତି ନୁହେଁ,
ଭିଜିବାର ଭୟରେ,
ଖୋଜିବାକୁ ଭୁଲିଯିବି ସମ୍ଭବ ନୁହେଁ
ସେଥିପାଇଁ ପ୍ରେମ କରେ..
ଇଶ୍ଵରଙ୍କୁ ଅନୁଭବ କରିବାକୁ ହେଲେ
ଦୁଃଖକୁ ଭୁଲ ନାହିଁ, ପାଇବା ସହଜ ନୁହେଁ. .
ଜୟ ଜଗନ୍ନାଥ
ଭଲ ପାଇବାର ପ୍ରତିଶୃତି ଦେଇ
ପ୍ରତିଶୋଧ ନେବାର ଇଛାକୁ
ପ୍ରତିରୋଧ କରେ ପ୍ରେମ..
ଥାଇପାର ଅନେକ ଦୂରରେ
ଦେଖିନଥାଇ ପାରେ ଆଖି
ଖୋଜିବାର କାରଣ ଆଜିବି ଅସ୍ପଷ୍ଟ ..