Prasanjit Sahoo
Literary Colonel
26
Posts
153
Followers
2
Following

ସାହିତ୍ୟ

Share with friends

ଫୁଲ °°°°°°°°°°°°°°°°°°°°°°°°° ବାସନା ବିତରେ ତୁମରି ପାଇଁକି ଖୁସି ପାଇଁ ସୁନ୍ଦରତା ବିଭୁ ମଥା ପରେ ଶୋଭାପାଏ ମୁହିଁ ଗାଏ ମୁଁ ଶାନ୍ତିର ବାର୍ତ୍ତା ।। ©Prasanjit

ଗୁରୁ •••••••••••••••••••••••••• ହାତକୁ ଧରିକି ଚାଲିବା ଶିଖାଅ ଭୁଲ୍ ବେଳେ ପୁଣି ଛାଟ ଅଜ୍ଞାନ ଅନ୍ଧାର ଦୂରେଇ ଦେଇକି ଆଲୋକିତ କର ବାଟ ।। ©prasanjit

ଗୁରୁ •••••••••••••••••••••••••• ହାତକୁ ଧରିକି ଚାଲିବା ଶିଖାଅ ଭୁଲ୍ ବେଳେ ପୁଣି ଛାଟ ଅଜ୍ଞାନ ଅନ୍ଧାର ଦୂରେଇ ଦେଇକି ଆଲୋକିତ କର ବାଟ ।। ©prasanjit


Feed

Library

Write

Notification
Profile