Prasanta Pradhan
Literary Captain
13
Posts
4
Followers
1
Following

None

Share with friends

ମାଆ ତୁ ମମତାର ମନ୍ଦିର ତୋ ହୃଦୟ ସାଗର ଠାରୁ ଗଭୀର ଛନ୍ଦ ଓ କପଟ ଜାଣୁ ନାହୁ କିଛି ସଭିଙ୍କି କରୁ ତୁ ଆଦର

ସହି ପାରିବିନି ତୋ ଲୁହକୁ ଦେଖି କାହିଁକି ତୁ ଏକା କାନ୍ଦୁଛୁ ବସି ରାଣ ଦେଲି ମାଆ ପୋଛି ଦେଇ ଲୁହ ଦେଏ ତୁ ଟିକିଏ ମୁରୁକି ହସି


Feed

Library

Write

Notification
Profile