ମଣିଷ ଜୀବନ ଅଢେଇ ଦିନିଆ
ରାଗରୁଷା କାହିଁ ରଖିବା
ଲୋଭ ମୋହ ଗ୍ରାସି ପିଶାଚ ପରାୟେ
ନରକ ଯନ୍ତ୍ରଣା ଲଭିବା ।
ମଣିଷ ଜୀବନ ଅଢେଇ ଦିନିଆ
ରାଗରୁଷା କାହିଁ ରଖିବା
ଲୋଭ ମୋହ ଗ୍ରାସି ପିଶାଚ ସାଜିଲେ
ନରକ ଯନ୍ତ୍ରଣା ଭୋଗିବା ।
ମଣିଷ ଜୀବନ ଅଢେଇ ଦିନିଆ
ରାଗରୁଷା କାହିଁ ରଖିବା
ଲୋଭ ମୋହ ଗ୍ରାସି ପିଶାଚ ପରାୟେ
ନରକ ଯନ୍ତ୍ରଣା ଲଭିବା ।
ମଣିଷ ଜୀବନ ଅଢେଇ ଦିନିଆ
ରାଗରୁଷା କାହିଁ ରଖିବା
ଲୋଭ ମୋହ ଗ୍ରାସି ପିଶାଚ ସାଜିଲେ
ନରକ ଯନ୍ତ୍ରଣା ଭୋଗିବା ।
ମଣିଷ ଜୀବନ ଅଢେଇ ଦିନିଆ
ରାଗରୁଷା କାହିଁ ରଖିବା
ଲୋଭ ମୋହ ଗ୍ରାସି ପିଶାଚ ପରାୟେ
ନରକ ଯନ୍ତ୍ରଣା ଲଭିବା ।
ତ୍ରିରଙ୍ଗା ଗାଉଛି ଅତୀତ ଗୌରବ
ଗରବେ ବିଜୟ ଗୀତି
ଭାରତ ମାଆର ବକ୍ଷେ ଚିତ୍ରିତ
ବୀର ସଇନିକ ଶକ୍ତି
କର୍ମ କରି ଚାଲ ଜୀବନେ
ନିଶ୍ଚେ ଭୋଗିବା ସୁଖ
ଆଳସ୍ୟେ ଦୁଃଖର ଭଣ୍ଡାର
ଖୁସି ନ ପଶେ ପାଖ ।
ଜନମ ମୃତ୍ୟୁର ମଝିରେ ଜୀବନ
କର୍ମପଥେ ଅଗ୍ରସର
ସତ୍ୟ,ନ୍ୟାୟ,ଧର୍ମ ବଜାୟ ରଖିବା
ଚଲାପଥେ ନିରନ୍ତର ।
ମଣିଷ ଜନମ ଶ୍ରେଷ୍ଠ ସଂସାରରେ
ଦୟା ,କ୍ଷମା,ପ୍ରେମ କରି ଆୟତ୍ତ
ଜୀବନ ସାର୍ଥକ କରିବା ସଂସାରେ
ଲୋଭ,ମୋହ ସ୍ୱାର୍ଥ କରି ନିହତ ।