Puspanjali Panda
Literary Colonel
AUTHOR OF THE YEAR 2021 - NOMINEE

239
Posts
90
Followers
1
Following

None

Share with friends

ଅନ୍ଧାର କୁ ଜମା ଡ଼ର ଲାଗେନାହଁ ଡ଼ରଲାଗେ ସେ ଚାହାଣୀ ଆଖି କହୁଥାଏ ଗୋଟେକଥା ହେଲେ ହୁଏ ଅଲଗା କାହାଣୀ

ମାଙ୍କଡ଼ ଖାଏ କାଙ୍କଡ଼ କଷି ଦେଖି ଯାଇଥିଲି ୠଷି ।। ପ୍ରଥମ ଦିନର ଚାଟଶାଳୀକଥା ଭାବୁଛି ଏବେମୁଁ ବସି।।

ଗର୍ଭ ର ପାଉଣା ପୂରଣ ହୁଏନା ମା ପରି ଆଉ କେହିବି ହୁଏନା ଧରାର ସୁନ୍ଦର ସୃଷ୍ଟି । ସଦା କରେ ଯେ ସେନେହ ବୃଷ୍ଟି।।

ଶୀତର ଗଜଲ ଗାଇବା ପାଇଁ କି ଲୋଡ଼ା ହୁଏ ତୁମ ସଙ୍ଗ ହଙ୍ଗତ ନହେଲେ ବେସୁରା ଲାଗିବ ଜୀବନର ସବୁ ଢଙ୍ଗ

ଫୁଲନ୍ ଦେବୀ ଆସ ବଳାତ୍କାରୀ କୁ ନାଶ

ବଳାତ୍କାରୀ ଏଠି କି ସଜା ପାଇବ ଦେଖିବ ଜଗତ ଜନ।। ଲୁହ ସୁଖେନାହିଁ ବଞ୍ଚି ଥିବାଯାଏ ପିଡୀତା ମା ର ମନ।।

ଶୁଭ ସକାଳ ର ଶୁଭ ବାରତା ଶୁଭହେଉ ସଦା ବନ୍ଧୁ ର କଥା ।। ଶୁଭମନାସୁଛି ମୋ ବନ୍ଧୁଟି ପାଇଁ ବନ୍ଧୁକୁ ଛାତି ମୋ ଦୁନିଆଁ ନାହିଁ।।

ଭସାଣୀ ଯାତ୍ରା ଓ ମଶାଣୀଯାତ୍ରା ତଫାତ୍ କିଛି ନଥାଏ।

ସମସ୍ତେ ଯିବା।କିଏ ଆଗରେ କିଏ ପଛରେ। ମଣିଷ ,ଯିବା ଆଉ ମୃତ୍ୟୁ ସାଙ୍ଗରେ ନେଇ ଆସେ।


Feed

Library

Write

Notification
Profile