Writer is a well designated psychologist, and I mean that
Share with friends
ଭୌଗଳିକ ଦୂରତା କଣ ସତରେ ଏତେ ଦୁଃଖଦ! ହଁ .. ହେଇ ନଥିଲେ କଣ ପୃଥିବୀ ମାନଚିତ୍ର ରେ ଏତେ ଗୁଡ଼ାଏ ଖଣ୍ଡିଆ ଦାଗ ହେଇ ଥାନ୍ତା?
ଥରେ ନୁହେଁ ବାରମ୍ବାର ନିଜକୁ ପଚାରି ଦେଖିଲି ..... କିନ୍ତୁ ଉତ୍ତର ଗୋଟିଏ ମାତ୍ର ପାଇଲି ଯେ " ଖାଲି କ୍ୟାଲେଣ୍ଡର ରେ ଗୋଟେ ତାରିଖ ବଦଳି ଗଲା..... ତୋ ଜୀବନ ନୁହେଁ.
"ପୁଣି ଥରେ କାହିଁକି ଫେରିଲୁ ମୋ ଜୀବନ ରେ? ମନେ ନାହିଁ କି କେତେ କଷ୍ଟ ରେ ଡାକି ଥିଲି ତତେ.... ଆଉ କେତେ ସହଜ ରେ ଛାଡି ଚାଲି ଯାଇ ଥିଲୁ ମତେ!!!" - ଦିନେ ଏମିତି ରାଗରେ ପଚାରି ଥିଲି ସମୟ କୁ
ବେଳେ ବେଳେ ପଛକୁ ବୁଲି ଚାହିଁବା କୁ ବହୁତ୍ ଇଚ୍ଛା ହୁଏ.... ବାରମ୍ବାର ଇଚ୍ଛା ହୁଏ। କିନ୍ତୁ ଡର ଲାଗେ.... " କାଳେ ପୁଣି ଥରେ ହାରି ଯିବିନି ତ?" - ପଣ୍ଡିତେ କହିଲେ
ମାଂସ ତରକାରୀ କୁ ସବୁଠାରୁ ବେଶୀ ସୁଆଦିଆ କରି ଥାଏ, ତେଜପତ୍ର ନିଜର ସମସ୍ତ ବାସ୍ନା ଭାରି ଦେଇ ଥାଏ ସେ ମାଂସ ତରକାରୀ କୁ ସୁଆଦିଆ କରିବା ପାଇଁ ... କିନ୍ତୁ ତରକାରୀ ଖାଇଲା ବେଳକୁ ପ୍ରଥମେ ତେଜପତ୍ର କୁ କାଢି ଦେଇ ତା'ପରେ ତରକାରୀ ଖାଆନ୍ତି . କଣ ବା ଆଉ କହିବି