“ଜୀବନ ବି
ଏମିତିକା
କେତେଯେ ଦୁଃଖ ସହିଚି
ଅଦିନିଆ ।”
ପାଦେ ମୋ କଣ୍ଟା
ଫୁଟିଲେ
ତୋ ଛାତିରେ
ପଥର ପଡିଲା ପରି ଲାଗେ
ମୋ ବୋଉ
କାହିଁକି ଏମିତି ହଉ ।..
ଆଜିର ପୁଅ
ଓଳିଆ ରୁ ପଡି ଗଜା
କେବେ ସେ ଖାଇବାକୁ ଦେଇ
ମାଆ କୁ କରେ ପୂଜା ।...
Life is like a mirror. In which your character appears. Your character gets stained due to your mistakes....
“ଶୀତୁଆ ସକାଳ
ଶୀତୁଆ ରାତି
ମନେ ଭରିଦିଏ
ଉନ୍ମାଦ ତାତି ।”
ପ୍ରେମ ଏକ ବାଲି ଘର
କେବେ ଦିଶେ ତ ସୁନ୍ଦର,
ପ୍ରେମଦେବୀ ସଜେଇ ହୋଇ
ଗାଉଥାଏ ଗୀତି ତାର।..
ପ୍ରେମ ଏକ Reward
scratch card ଭଳି
କେବେ ସେ reward ଦିଏ
ତ କେବେ ଦିଏ
Better luck next time
ସ୍ବପ୍ନ ଦେଖିଥିଲି
ହେବି ମୁଁ ଦିନେ କବି
ଦେଖାଯାଉ ସମାଜ
କିପରି ଅଙ୍କୁଚି ମୋ ଛବି
ବାରୁଦ ପରି ଜୀବନ ମୋହର
କେବେ ଯେ ଯିବ ଫୁଟି
ସ୍ବପ୍ନ ଦେଖିବାକୁ ଇଛା ଅଛି
ହେଲେ କେବେ ମିଳିବ ଯେ ଛୁଟି ।..