I'm Rasmiranjan and I love to read StoryMirror contents.
ପ୍ରତିଶ୍ରୁତିର କୋଣାର୍କ ଭସ୍ମ ହୋଇଯିବା ପରେ ବି,ପ୍ରତାରଣାର ମୁଖଶାଳାଟି ସେମିତି ଅକ୍ଷୁର୍ଣ୍ଣ ଅଛି.... ଅନୁଭବ କରେଇବାକୁ ଏକ ଅସ୍ତିତ୍ବବିହୀନ ସଂପର୍କର ପରିଭାଷା ସାରା ଜୀବନ ।।