@sushanta-kumar-barik

Sushanta Kumar Barik
Literary Colonel
29
Posts
0
Followers
5
Following

" ସାହିତ୍ୟ ମୋର ରୁଚି ଏବଂ ଲେଖିବା ମୋର ନିଶା " ॥ ପ୍ରକୃତିର କିଛି ମନୋରମ ଦୃଶ୍ୟ ହେଉବା, ଜୀବନରେ ଘଟିଯାଇଥିବା କିଛି ଘଟଣା ତତ୍ ସହିତ ପ୍ରେମର ଭାବ ଏବଂ କିଛି ବାସ୍ତବିକତା, ଲେଖିବା ପାଇଁ ମୋତେ ସାହିତ୍ୟ ଦେଇଥାଏ ପ୍ରେରଣା ର ବାର୍ତ୍ତା ।

Share with friends

ଦିଶା ହୀନ ବ୍ୟକ୍ତିଙ୍କୁ ଯିଏ ସଠିକ୍ ପଥ ଦେଖାଇଥାନ୍ତି ସିଏ ହିଁ ଗୁରୁ ଅଟନ୍ତି।

ଗୁରୁ ଏବଂ ଶିଷ୍ୟ ହେଉଛନ୍ତି ଶିକ୍ଷା'ର ଏକ ଅବିଚ୍ଛେଦ୍ୟ ଅଙ୍ଗ ।

ଏ ଦୁନିଆ ସାରା ବୁଲିଲି ମୁଁ ଅଯଥାରେ ପାଇଲିନି କିଛି, ଆଖି ସାମ୍ନାରେ ଥିଲା ମୋ ସ୍ବପ୍ନ ପାଇଛି ମୁଁ ଆଜି ତାକୁ ଖୋଜି ।।

ଅଚିହ୍ନା ଅପରିଚିତ ଦୁହେଁ ଆମେ ଥିଲୁ, ବୋଧେ ଈଶ୍ବରଙ୍କ ଇଚ୍ଛା ଥିଲା ତୁମ ସଙ୍ଗେ ବାନ୍ଧିବାକୁ ବନ୍ଧୁତ୍ୱ ର ଡୋରୀ ।।

ପ୍ରେମ ପାଇଁ କିଏ ବଞ୍ଚେ ତ ପୁଣି ଆଉ ପ୍ରେମ ପାଇଁ କିଏ ଝୁରି ମରେ,ଏ ବଞ୍ଚିବା ମରିବା ପାଇଁ ଦାୟୀ କେବଳ ଏ ପ୍ରେମ ଅଟେ ।

ସମ୍ପର୍କ ବିଶ୍ୱାସ ଦ୍ଵାରା ହିଁ ଗଢା ଯାଇଥାଏ, ଏଥି ପାଇଁ କାହାର ମତାମତ ନେବା ବୋଧେ ମୁର୍ଖତା'ର ପରିଚୟ ଅଟେ !

ତୁମ ଭିତରେ ମୋ ଜୀବନର ସାର୍ଥକତା ଦେଖିଛି, ତମେ କେବେ ବୁଝିବ ତାହା ମୁଁ ସେହି ଅପେକ୍ଷା ରେ ଅଛି !

ଲୋକ ଚିହ୍ନିବାରେ ତୁମେ ଭୁଲ କରୁଅଛ, ଯେବେ ଚିହ୍ନି ଯିବ ନିଜ ଭୁଲ ବୁଝି ନେବ ।

ବନ୍ଧୁର ମାନେ ନୁହେଁ ଯେ ପକ୍ଷପାତିତା କରେ ମୁଁ, ଯାହା କୁ ଅତି ନିଜର କରିନିଏ ଜୀବନ ଦେଇ ତାକୁ ଭଲପାଏ ମୁଁ ।


Feed

Library

Write

Notification
Profile