@priyydrshinii-mhaanti

ପ୍ରିୟଦର୍ଶିନୀ ମହାନ୍ତି
Literary Colonel
AUTHOR OF THE YEAR 2021 - NOMINEE

152
Posts
154
Followers
0
Following

ମୁଁ ଜଣେ ଶିକ୍ଷୟିତ୍ରୀ। କବିତା ଏବଂ ଗପ ଲେଖିବା ମୋର ରୁଚି।

Share with friends

मिट्टी का ये शरीर मिट्टी में मिल जायेगा... इतना क्यों है गुरुर, क्या है तेरा वजूद...

वक्त होता नही, निकालना पड़ता है. रूठे को मनाना पड़ता है ओर जो झूट मूट के रूठते है.. उसे प्यार कहते है।

ଏମିତି ଜଣେ ନିଃସ୍ୱାର୍ଥପର ବନ୍ଧୁ ଯିଏ ସବୁଠାରୁ ମୂଲ୍ୟବାନ ଜିନିଷ ଦେଲା ପରେ ମଧ୍ଯ କେବେ ତା ଭଣ୍ଡାର ସରେ ନାହିଁ।-ପୁସ୍ତକ

ଦୁଃଖ ସହିବାର କ୍ଷମତା ଥିବା ବ୍ୟକ୍ତିଙ୍କୁ ଭଗବାନ ଅଧିକ ଦୁଃଖ ଦେଇ ସହିବା କ୍ଷମତା ପରଖନ୍ତି

ରକ୍ତର ନୁହେଁ ହେଲେ ବହୁତ ନିବିଡ଼ ସ୍ନେହ, ପ୍ରେମର ଛୋଟ ଏକ ନିଡ଼

ଅତୀତ ବହୁତ କିଛି ଶିଖାଏ, ଯାହାକି ଭବିଷ୍ୟତକୁ ପରିମାର୍ଜିତ କରି ଗଢିବାରେ ସାହାଯ୍ୟ କରେ

ଅତୀତକୁ ଯୁଝିଥିବା ବ୍ୟକ୍ତି ହିଁ ଭବିଷ୍ୟତକୁ ଉତ୍ତମ ରୂପେ ଜିଇଥାଏ।

ଅଭୁଲା ଅତୀତ, ତୁମ ପ୍ରିତୀ ଛନ୍ଦ କେମିତି ଭୁଲିବି ସାଥି, ତୁମ ପ୍ରେମ ନିଆଁ, କରିଲା କିମିଆଁ ଏବେବି ମୋ ଦେହ ତାତି।


Feed

Library

Write

Notification
Profile