saroj kumar Sahu

45
Posts
0
Followers
1
Following

I'm saroj kumar and I love to read StoryMirror contents.

Share with friends

ସେ ଦିନ‌ ମନକୁ କେତେ କଷ୍ଟ ହେଇଥିଲା କେମିତି କହିବି ସେଦିନ ବି ହସୁଥିଲି ଆଜିବି ହସୁଛି।

କେତେ ରାତି ଯାଇଛି ପାହି ତ କଥା ଭାବି ଭାବି ତୁ ସିନା ଗଲୁ ଚାଲି ତତେ କି ପାରୁଚି ଭୁଲି

ପିତୃ ଦିବସ ହଉ କିମ୍ବା ମାତୃ ଦିବସ ଆମ ସଂସ୍କୃତି ରେ ଏ ଦିବସର ରହିବାର ଆବଶ୍ୟକ ନାହିଁ କାରଣ ପିତା ମାତା ଆମ ପାଇଁ ଭୋଗବାନ ତୁଲ୍ୟ ଭୋଗବାନଙ୍କୁ ମୋନେ ପକେଇବା ପାଇଁ କୌଣସି ନିଦୀର୍ଷ୍ଟ ଦିନ ର ଆବଶ୍ୟକ ନାହିଁ

ଭାବୁଛି ତମକୁ କୋଉଠି ଦେଖିଛି ହଁ କୋଉଠି ଦେଖିଛି ହେଲେ ମନ ପଡୁନି କୋଉଠି ଦେଖିଛି

ଇତିହାସ ତା ପାଇଁ ଲେଖା ହୁଏ ଯିଏ ପଛ କୁ କେବେ ଚାହିଁ ଦେଖି ନୋଥଏ ନିଜୋର ଲକ୍ଷ୍ୟ ପାଇଁ ବତ୍ତମାନ କୁ ପରି ବର୍ତନ କରି ପାରେ

ବେଳେ ବେଳେ ଶଦ୍ଦ ର ଆଘାତ ମାଡ ଠୁ ବି ଅଧିକୋ ହୋଇଥାଏ

କାଲି ଯାଏଁ ଜାହା ଥିଲା ସତ. ଆଜି ତାକୁ କିଏ କରିପାରିଥାନ୍ତା ମିଛ. ତୁମ ଇସାରାରେ ଚାଲେପରା ସମୟର ଚକ. କିଏବା ରକିପରିଥାନ୍ତା ତୁମ ନନ୍ଦିଘୋଷ. ଜୟ ଜଗନ୍ନାଥ 🙏🙏🙏🙏

ସବୁ ଶକ୍ତି ର ଅସାରୋ ସେ ହେଉଛି ମା

ଆମର ସବୁ ଜିଦି ଆଗୋରେ ହାର୍ ମାନି ଥାଏ ଯିଏ ସେ ମା


Feed

Library

Write

Notification
Profile