ସୁଖର ଆନନ୍ଦ ଠୁ ପାଇଥିବା ସୁଖ କୁ ହରାଇବା ଚିନ୍ତା ସବୁବେଳେ ମଣିଷ କୁ ବ୍ୟଥିତ କରେ
"ବେଳେବେଳେ ଜୀବନ ର ଲକ୍ଷ୍ୟ ଠୁ ଭାରି ପଡେ କର୍ତ୍ତବ୍ୟ, ତାରି ଭିତରେ ହଜିଯାଏ ହୃଦୟର ଅନେକ ସ୍ୱପ୍ନ"
there is a beautiful life behind wealth and aspiration it depends on us how could we celebrate it
ସମୟ ବଡ଼ ବିଚିତ୍ର ଅଟେ, ଯାହାର ରଙ୍ଗ ରୂପ କିଛି ନ ଥାଇ ବି ଅନ୍ୟ ର ରଙ୍ଗ ରୂପ କୁ ବଦଳେଇ ଦିଏ
Life is a dark black board, humans destiny are writing through the chalk of time on it
ବେଳେବେଳେ ଲାଗେ ଜୀବନ ଟା ଗୋଟେ କଳା ସିଲଟ, ସମୟ ଖଡ଼ି ରେ ମଣିଷ ଗାରେଇ ହୋଇ ଚାଲିଛି।
ସ୍ବପ୍ନ ଅନେକ ହୋଇପାରେ କିନ୍ତୁ ଲକ୍ଷ୍ୟ ଗୋଟିଏ ହେବା ଦରକାର
Time is the best writer, who is writing our present stories on the past pages of our life through the pen of future
ପାଦରେ କାଦୁଅ ଲାଗିଯିବା ଭୟରେ ଘର ଅଗଣା କୁ ସିମେଣ୍ଟ ଚାଦର ରେ ଘୋଡେଇ ଦେଇଥିବା ମଣିଷ ଟି ଜାଣି ପାରେନି ଭବିଷ୍ୟତରେ ତାକୁ ମୁହଁ ଧୋଇବାକୁ ବି ପାଣି ମିଳିବନି