ଦୁନିଆର ସବୁଠାରୁ ଭୟଙ୍କର ଦୃଶ୍ୟ- ଚିହ୍ନା ମଣିଷର ଅଚିହ୍ନା ରୂପ।
ପବନ ନିର୍ଦ୍ଦୋଶ ଆଉ
ଦୀପ ବି ନିର୍ଦ୍ଦୋଶ,କିନ୍ତୁ
ଜଣଙ୍କର ବହିବା ଜରୁରୀ ଆଉ ଜଣଙ୍କର ଜଳିବା ଜରୁରୀ।
मंजिल चाहे कितनी भी ऊंची क्यों ना हो
रास्ते हमेशा पैरों के नीचे ही होता है।
“Strength doesn't come from physical capacity,it comes from an indomitable will.”
ସମସ୍ତଙ୍କ ଜୀବନରେ ଏମିତି ଏକ ମଜବୁରି ରହିବା ଦରକାର ଯାହାକି କେବେ ମଣିଷକୁ କୋୖଣସି ପରିସ୍ଥିତି ରେ ମଧ୍ୟ ହାର୍ ମାନିବାକୁ ଦେବନାହିଁ।
ଏମିତି ଭାବେ ହାରିଯାଅ ଯେ ଜିତିଥିବା ଲୋକ ବି ସବୁଦିନ ପଶ୍ଚାତାପ କରିବ।