I'm Sadaya and I love to read StoryMirror contents.
କହୁଅଛି ଏବେ ମୋ ପାଇଁ ସିଏ ରାତିରେ ପାରୁନି ଶୋଇ ସେଇଟା ମୋ ଅପରାଧ ନା ତା ଭଲ ପାଇବା ଜାଣି ମୁଁ ପାରୁନି କିଛି
ଯେଉଁ ଦିନ ଜୀବନରେ ସମସ୍ୟା ଶେଷ ହେବ ସେହି ଦିନ ହିଁ ହେବ ଜୀବନର ଶେଷ ଦିନ
ହୁଏତ ତୋଠାରୁ ଆଜି ମୁଁ ଦୂରରେ କିନ୍ତୁ ସବୁବେଳେ ତୁ ମୋ ମନରେ..