ଶିବାତ୍ମକ ପଣ୍ଡା
Literary Captain
9
Posts
0
Followers
0
Following

କବିତା ଲେଖିବା ହେଉଛି ମୋ ପାଇଁ ଭଗବାନ ଙ୍କ ଅବଦାନ।

Share with friends
Earned badges
See all

ପାହାନ୍ତି ସକାଳ ଛୁଇଁଯାଏ ନିତି କେତେ ଅସୁମାରୀ ଆଶା ନେଇ, ଅଥୟ କରେ ଏ ମନକୁ ସଦା ମୁଖେ ଚିନ୍ତିତ ଭାବନା ନେଇ,

ଏ କି ପ୍ରତାରଣା ଦେଲ ମୋତେ ପ୍ରିୟା ସ୍ୱପ୍ନକୁ ମୋ ଭାଙ୍ଗି ଦେଇ, ପ୍ରେମକୁ ମୋହର ବୁଝିପାରିଲନି ସାଥି ଟିଏ ମୋର ହୋଇ

ମନର ଆବେଗ ଏ ନା,ମନର ବିଡମ୍ବନା ଜାଣିପାରୁନାହିଁ କିଛି, ତତେ ବୋଧେ ଆଜି ଏ ମନ ବିଚରା ଭଲ ପାଇବାରେ ଲାଗିଛି

ଗୁଞ୍ଜରିତ ହୁଏ ପ୍ରତିଟି ଶବଦ              ମା ର କୋମଳ ନାମ ସ୍ନେହ ଡୋରି ତାର ଟାଣି ନିଏ ମୋତେ                    ହସିଦେଇ ଅବିରାମ ହସମୁଖେ ତାର କେତେ ଯେ କୁହୁକ                     କଥା ତାର ଯେ ମହତ ସଜାଡି ଦିଏ ସେ ଅସଜଡ଼ା ବାଟୁ                   ହେବାପାଇଁ ମନୋନୀତ।।୨।। ଗାଳି ତାର ଲାଗେ ଅମୃତ ର ବାଣୀ                   ସୁନ୍ଦର ତା ଗୌର ରୂପ, ସ୍ନେହର ବନ୍ଧନେ ବାନ୍ଧି ଦେଇ ମୋତେ                    କୁହେ ବିଜୟର ଗପ।।୩।। ବଡି ଧର୍ଯ୍ୟ ଧାରୀ ଅଟ

ପ୍ରିୟା ମୋର ସତେ କେତେ ଅଭିମାନୀ ପୁଣି ମୋ ଫୁଲେଇ ଜହ୍ନ, ବୋଳି ଦେଇଛି ମୋ ମନରେ ଆଜି ସେ ପ୍ରେମର ଅଛପା ଚିହ୍ନ।।

ହଳଦୀ ବସନ୍ତ ଲୋ ,ତୋ ପ୍ରେମ ପାଉଣା ପରିବିନାହିଁ ମୁଁ ସୁଝି ଆଖିରେ ତୋର ଲୋ ଆଖିକୁ ମିଶେଇ ,ତା ଭିତରେ ଯିବି ମଜ୍ଜି।।

ଦୁଃଖ କରିବୁନି ଆଲୋ ପ୍ରିୟା ମୋର , ରହିବି ମୁଁ ତୋ ସାଥି ହୋଇ ଏ ଜୀବନେ ତୋତେ ପାଛୋଟି ନେବି ମୁଁ ଜହ୍ନ ରାଇଜ ରେ ବି ଥାଇ।।


Feed

Library

Write

Notification
Profile