Completely moody
Share with friends
କରି ଯାଏ ସବୁ କିଛି ନାହିଁ ତା କଳନା, ସହି ପାରେ ସବୁ ଦୁଃଖ କରି ସେ ଛଳନା। ନାରୀ ଯେ ଅଟଇ ସେହି ଅସମ୍ଭବ, ପୃଥିବୀ ଏ ତା ବିନା କଳ୍ପନା।