ଅନେକ ପ୍ରସିଦ୍ଧ ଲେଖକ/ଲେଖିକାଙ୍କ ଶବ୍ଦର ତରଙ୍ଗରେ ଝଙ୍କୃତ ମୋ ମାନସ ଓ ହୃଦୟ I ସେଇଥିରୁ କିଛି ଶବ୍ଦକୁ ନିଜସ୍ୱ ଧାରାରେ ସଜାଡ଼ିବାର ପ୍ରୟାସଟିଏ ଜାରି ରହିଛି... ପସନ୍ଦ ହେଲେ ନିଶ୍ଚୟ ଉତ୍ସାହିତ କରନ୍ତୁ I
ପ୍ରୟାସ କେବେ ବ୍ୟର୍ଥ ଯାଏ ନାହିଁ। ସମ୍ଭାବନାର ଛୋଟ ଖିଅଟିଏ ମଧ୍ୟ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇ ଦେଇ ପାରେ।