Gangotri Priyadarshini
Literary Colonel
AUTHOR OF THE YEAR 2021 - NOMINEE

511
ಪೋಸ್ಟ್\u200cಗಳು
3
ಅನುಯಾಯಿಗಳು
4
ಅನುಸರಿಸಲಾಗುತ್ತಿದೆ

Being a proud Indian love the Indian culture, tradition.great respect towards mother nature and universe. Passion to read and write several literary creations.......

ಸ್ನೇಹಿತರೊಂದಿಗೆ ಹಂಚಿಕೊಳ್ಳಿ
Earned badges
See all

मां मेरी तेरी चरणों में जीवन कर दुं अर्पण तुम्हारी दया से ऐ काया मेरी सफल राहों पर हो रही है संपूर्ण गंगोत्री प्रियदर्शिनी

ମାଆ କି ଯାଦୁ ଅଛି ଯେ ଦୁଇ ଅକ୍ଷରେ ସାରା ଜୀବନ ମୁଁ ଝୁରି ହୁଏରେ ମାଆର ପଣତ କାନି କେତେ ସ୍ନେହ ସାହସ ଭରିଛି କେବେ କଳି ହୁଏନି ମାଆ ମାେ ଜୀବନ ସ୍ରୋତର ଦୁର୍ମୂଲ୍ୟ ସଂଜୀବନୀ ଗଙ୍ଗୋତ୍ରି ପ୍ରିୟଦର୍ଶିନୀ

ମାତୃ କୃପା ବଳେ ଧନ୍ୟ ହୁଏ ପୁତ୍ର ପାଦତଳେ ତାର ଆପେ ମଥା ନତ ହୃଦେ ଭକ୍ତି ରଖି ସେବିଥିଲେ ସୂତ ନ ଛୁଏଁ କାହାକୁ ତିଳେ ହେଁ ପ୍ରମାଦ

ମାଆ ତୁମ ପଣତ ଛାଇ ଉହାଡ ହେଇ ସତ ସନ୍ତାନଙ୍କୁ ରଖୁ ଘଣ୍ଟ ଘୋଡେଇ

ମାଆ ମୋର ତୁମ ହାତ ଛାଡ଼ି ଏକା ଚାଲିବାକୁ ସଦା ଲାଗେ ଡର ଅନୁଗ୍ରହ କରି ମୋ ଉପରେ ଢାଙ୍କି ଦିଅ ଆଶିଷ ରଙ୍ଗା ଚାଦର

ମାଆ ମୋର ତୁମ ହାତ ଛାଡ଼ି ଏକା ଚାଲିବାକୁ ସଦା ଲାଗେ ଡର ଅନୁଗ୍ରହ କରି ମୋ ଉପରେ ଢାଙ୍କି ଦିଅ ଆଶିଷ ରଙ୍ଗା ଚାଦର

ମମତାମୟୀ ମାଆ ଗୋ ତୁମେ ତୁମରି ପାଇଁ ଏ ଧରା ଧାମେ ଜୀବନ ଯାତ୍ରାରେ ପଥିକ ଆମେ ମାଆ ତୁମେ ପ୍ରାପ୍ତ ହୁଅ ପ୍ରତି ଜନମେ

ମାଆ ନାମରେ ମଧୁ ଝରଇ ଜୀବନ ସିଞ୍ଚେ ରକତ ଦେଇ ଯିଏ ବୁଝିଛି ମାଆ ଯେ ଶ୍ରେଷ୍ଠ ନ ଆସେ ତାର ପଥରେ କ୍ଳୀଷ୍ଟ

ନର ହୃଦୟେ ବହି ଦୟା ଇଶ ଆଶିଷ ଲଭେ କାୟା ପ୍ରତି ପ୍ରାଣରେ ସଦା ଈଶ୍ୱର କର୍ମେ ଲଭନ୍ତି ସମାଦାର ।।


ಫೀಡ್

ಲೈಬ್ರರಿ

ಬರೆಯಿರಿ

ಅಧಿಸೂಚನೆ
ಪ್ರೊಫೈಲ್