" ଓଠ ଧରୁ ନିତି ମିଠା ମିଠା ହସ
ହସି ଦେଲେ ମିଳେ ଶୁଭ ଆଶିଷ"
- ସାଇ ବଚନ
" ବୃକ୍ଷଟି ଅଟଇ ଆମ ଜିବନ
ଯେଉଁଠି ରହିଛନ୍ତି ଭଗବାନ "
_ସାଇ ବଚନ
" ବୃକ୍ଷଟି ଅଟଇ ଆମ ଜିବନ
ଯେଉଁଠି ରହିଛନ୍ତି ଭଗବାନ "
_ସାଇ ବଚନ
" ଗୁରୁଜନଙ୍କ ର କଥା ମାନିବ
ଆଶିଷ ମୁଣ୍ଡେଇ ବାଟ ଚାଲିବ "
_ସାଇ ବଚନ
" ପ୍ରାର୍ଥନା କଲେ ସଂଜ ସକାଳେ
ଆତ୍ମ ଶକ୍ତି ବଢ଼େ କାଳେ କାଳେ "
_ସାଇ ବଚନ
ମିଠା କଥା କହି ବଢାଅ ପ୍ରୀତି
ପ୍ରୀତି ବଢ଼ାଇଲେ ମିଳିବ ଶାନ୍ତି
- ସାଇ ବଚନ
"ସଭିଙ୍କ ପ୍ରତି ନମ୍ର ହୁଅ
ମିଳିବ ଆଶିର୍ବାଦ ସୁଅ "
"ସଭିଙ୍କ ପ୍ରତି ନମ୍ର ହୁଅ
ମିଳିବ ଆଶିର୍ବାଦ ସୁଅ "
"ମାଆ ର ସେନେହ ଅଦ୍ଭୂତ
ନ ଥାଏ ସେଠି କିଛି ସ୍ବାର୍ଥ "
- ସାଇ ବଚନ