ହାରିଯାଇଥିବା ଲୋକ କୁ ପଚାର ଜିତିବା ର ସଂଜ୍ଞା ବୁଝେଇଦେବ l ଭୋକ ରେ ଥିବା ଲୋକ କୁ ପଚାର ଖାଇବା ର ମୂଲ୍ୟ କଣ ସେ କହିଦେବ l Abhina biswal
କାହାକୁ ପଚାରିଲେ ଦଶ ଜଣ ଉପଦେଶ ଦେବାକୁ ଆସିବେ, ହେଲେ ସାହାଯ୍ୟ ଦଶ ଜଣଙ୍କୁ ମାଗିଲେ ଜଣେ ହିଁ ସାହାଯ୍ୟ କରିଥାଏ l (Abhina)
ସ୍ବପ୍ନ ଠାରୁ ବାସ୍ତବ କେତେ ଦୂରରେ? ଜାଣିଛି ସ୍ବପ୍ନ ସତ ହୁଏନା ହେଲେ ତମକୁ ପାଇବାର ଯେଉଁ କଳ୍ପନା ମତେ ଆନନ୍ଦ ଦିଏ ସେ ହେଉଛି ସ୍ବପ୍ନ ଜିଲ୍ଲା -ଯାଜପୁର, ଜହ୍ନl ( ଅଭିନ)
ନିଜର ଦୁଃଖ କୁ ଅନ୍ୟ ଆଗରେ କୁହନି କାରଣ ଏଠି ସମସ୍ତ ଙ୍କ ଘରେ ଚିନି ନଥାଇପାରେ ହେଲେ ଲୁଣ ଅଛି l ଅଭିନ ବିଶ୍ୱାଳ, ଜିଲ୍ଲା-ଯାଜପୁର