I'm Pradesh and I love to read StoryMirror contents.
ବେଳେ ବେଳେ ଲାଗେ ତୁ ମୋତେ ଭିଜାଉଛୁ ହଜାଉଛୁ ତୋର ସେହି ପ୍ରୀତିରେ ହେଲେ ସ୍ବପ୍ନରୁ ବାସ୍ତବକୁ ଫେରିଲେ ବୁଝିପାରେ ତୁ କେବେଠୁ ତ ଆଉ କାହାର ମୋତେ ଦୂରେଇଲା ପରେ ।
"ଯେବେ ଇଚ୍ଛା କରିଛି ଆଉ କାହାକୁ ନିଜର କରିବାକୁ ତମର ସ୍ମୃତିର ଅଡ଼ୁଆ ସୂତା ମୋତେ ଛନ୍ଦିଛି "