@soumyaranjan-padhi

Soumyaranjan Padhi
Literary Lieutenant
6
Posts
0
Followers
0
Following

I'm Soumyaranjan and I love to read StoryMirror contents.

Share with friends
Earned badges
See all

ବହିର ପାଠ୍ୟରେ ଜ୍ଞାନ ବଢେ ତଥାପି, ବାସ୍ତବ ଜୀବନରେ ବ୍ୟବହାରିକ ଜ୍ଞାନର ପ୍ରୟୋଗ ଅତି ଛୋଟ ଜିନିଷରୁ ଶିଖାଯାଇପାରେ |

ସଫଳତା ବିଫଳତା ମଧ୍ୟରେ ସମସ୍ତଙ୍କ ଜୀବନ ଅତିବାହିତ ହୁଏ ।କିଏ ନିରାଶ ହୋଇ ଭାଙ୍ଗିପଡେ ତ, କିଏ ଧର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରେ ।

ଯଦି ତୁମେ କାହା ଆଡକୁ ସହଯୋଗ ର ଗୋଟିଏ ହାତ ବଢାଇବ, ଭଗବାନ ତୁମ ଆଡକୁ ଦୁଇ ହାତ ନିଶ୍ଚିତ ବଢାଇବେ। ଏହା ନିଃସନ୍ଦେହ

ସମୟ ସବୁକିଛି ପରିବର୍ତ୍ତନ କରିଦେଇଥାଏ, ଧର୍ଯ୍ୟର ସହିତ ଲଢନ୍ତୁ ଦେଖିବେ ସମୟ ଆପଣଙ୍କୁ ଏକ ସୁନ୍ଦର ଉପହାର ଭେଟି ଦେବ।


Feed

Library

Write

Notification
Profile