ପୂଣ୍ୟତୋୟା ଭାର୍ଗବୀ ର
ହୃଦୟ କୋଳରେ
କେଉଁ ଏକ ଅପନ୍ତରା
ଶରୀର ଵୁକୁରେ
ଦିନେ ତ ବିତିବ ରାତି....
dear B a p u take another Birth
the nation needs a loyal leadership..
ଆକାଶେ ବିହଙ୍ଗ ସତେ ମୋର ଆତ୍ମା
ଉଡୁଛି ପବନ ସାଥେ
ସେ ନୀଳ ସମୁଦ୍ରେ ଢେଉ ଖେଳେ ନୀତି
ଦୋହୋଲି ନଉକା ସାଥେ।
what to guide them?
who already walked...
in a -w r o n g- patH:)
It needs
a supporting luck always
Heart is with everyone ❤️
ବିଦଗ୍ଧ ହୃଦଚୀରା ଦୁଃଖ
ଦେଇ ସବୁ ସମ୍ପର୍କ ର ଦ୍ଵାହୀ
ଛାତି ତଳେ ରହିଯାଏ ଲୁଚି
ବଖାଣି ଯେ ହୋଇ ପାରେନାହିଁ
ମୁଁ ଏକ ଦୂର ପାନ୍ଥଶାଳା
ବିସ୍ତୀର୍ଣ୍ଣ ଲୁହ ଭରା ନଇ,
ମୋ ଶେଷ ଭୁଲେଖ କେଉଁଠି
ନଜାଣି ମୁଁ ଯାଉଅଛି ବହି
the thrones
witness always the deep pain behind the astonishing beauty of a bloody Rose 🌹:)
Happy Father's Day
a silent hard person
protecting both
you and your dreams
from the outer world:)