ମନ ଛାୟାମୃଗ ଆବରେ ପରଷ
କସ୍ତୁରୀ ବାସନା ପାଇଁ
ବିସ୍ତାରିଣ ବୁଲେ ଜନଜଙ୍ଗଲ ରେ
ଆତ୍ମଦାହ ହେବା ପାଇଁ
ସଖୀ ଆସିଛି ମୋ ବଧୂ ବେଶ ଧରି
ମରମେ ଲଗାଏ ନିଆଁ
ରାତି ପାହିଗଲେ ସ୍ଵପ୍ନ ଯାଏ ସରି
କୋହଳେ ପିରତି ଧୂଆଁ..
ପାଇବା ର ଇଛା ତ ସେଦିନ ମଉଳି ଗଲା..
ଯେବେ, ଏ ଅମାନିଆ ମନ କୁ ତୁମ ପ୍ରେମ ସମୁଦ୍ର ରେ ବିସର୍ଜନ କଲି..