Social-reformer writer & Poet
Share with friends
"ଆଶା ତୁମ ଠାରୁ ମିଳିଲାନି ବୋଲି । ନିଜ ଆଶା ନେଇ ଚାଲୁଛି । ନିରାଶାର କେତେ ଦୁଃଖ ସହିଛି ମୁଁ, ନିଜ ଭରସା ରେ ବଞ୍ଚିଛି" @ଗଗନ
ନିରବ ନିସଂଗ ଚଲା ପଥ ଇଏ, ଚାଲିବାକୁ ହୁଏ ଏକା ଏକା । ଏଇ ବାଟ ଲାଗେ ସୁଦୀର୍ଘ ପ୍ରଶସ୍ତ । କେବେ ଭରେ ଜୀବନରେ ଥକ୍କା ।। @ଗଗନ