@krishna-samantaray

Krishna Samantaray
Literary Captain
16
Posts
3
Followers
2
Following

I'm Krishna and I love to read StoryMirror contents.

Share with friends

ମିଛ ଦୁନିଆରେ ତୁମେ ଏକା ସତ ତୁମ ଆଶ୍ରୀବାଦ ରେ ଚାଲୁଛି ଏ ଜୀଵନ ରଥ।।।

କଣ୍ଟକିତ ପଥ ବି ଗୋଲାପର ଶଯ୍ୟା ପାଲଟି ଯାଏ ଯେତେବେଳେ ମନରୁ ଈର୍ଷା ନାମକ ପାପ ଦୂର ହୋଇଯାଏ।

ପିତା ଧର୍ମ ପିତା ସ୍ଵର୍ଗ ପିତା ହିଁ ପରମେଶ୍ବର।।

ଫୁଲ ଗାଏ ସଙ୍ଗୀତ ମନ ଗାଏ ସଙ୍ଗୀତ ସଙ୍ଗୀତ ହିଁ ପରାଣ ସଙ୍ଗୀତ ହିଁ ଜୀଵନ।।

ସଙ୍ଗୀତ ହିଁ ଅକୁହା କଥାର ପରିଭାଷା, ମନର ବେଦନାର ରୂପାନ୍ତର.....

ବୁଦ୍ଧିମାନ ବ୍ୟକ୍ତି ସେଇମାନେ ଯୋଉମାନେ ନିଜର କଥା ଓ କାର୍ଯ୍ୟକୁ ସମତୁଲ ଭାବେ ତୁଲାଇ ଥାଆନ୍ତି ।।

Feed

Library

Write

Notification
Profile