I'm SUSHREE and I love to read StoryMirror contents.
ପ୍ରଭୁ ଅପେକ୍ଷାରେ ରହିଛି ଅନାଇ ଦେଖିବାକୁ ତୁମର ସୁନାବେଶ ଏଥର ଅଧର ପଣା ପାନ କରିପାରୁନାହିଁ ବୋଲି ମନେ ରହିଯାଏ ଅବଶୋଷ
ତୁମ ସ୍ମୃତିର ନଦୀ ଆଜି ମୋ ପାଇଁ ଶୂନ୍ୟ ବାଲିଚର, କିପରି ଅବା ଭସେଇବି ସେଥିରେ ନୌକା ମୋ ଜୀବନର!