Love to write..... It's my hobby
ସପ୍ନ ସତ ହୋଇନପାରେ କିନ୍ତୁ ହାରିଯାଇ ଥିବା ମଣିଷ ପାଇଁ ଶେଷ ଭରସା ହୋଇପାରେ I କାହା ସପ୍ନ କୁ ମଜାକ ଉଡାଇବା ପୂର୍ବରୁ ଥରେ ଭାବିବା ଉଚିତ ଜୀବନ କେତେ ପରୀକ୍ଷା ନିଏ I
କୋଟି ଜନ୍ମ ପୁଣ୍ୟ ଫଳେ ମିଳେ ମଣିଷ ଜନମ ଶତ ଋଣୀ ମୁଁହି ମାତା ଦେଲୁ କୋଳେ ମୋତେ ସ୍ଥାନ