@bijay-kumar-ghadei

BIJAY KUMAR GHADEI
Literary Captain
24
Posts
0
Followers
0
Following

None

Share with friends
Earned badges
See all

"ଅଲିଭା କାଳିରେ ଲେଖିଛି ତୋ ନାଁଆ ପ୍ରୀତିର ପରଶ ଦେଇ ଅନୁରୋଧ ମୋର ଏତିକି ପ୍ରିୟା ଲୋ ମୋତେ ଭୁଲିଯିବୁ ନାହିଁ ।।" 𝓑𝓲𝓳𝓪𝔂 ✍️

""ମାଟି ହାଣ୍ଡି ମଧ୍ୟରେ ଲୁଣ ରହିଲେ ହାଣ୍ଡିର ଅବସ୍ଥା ଯେମିତି ହୁଏ, ସମ୍ପର୍କ ମଧ୍ୟରେ ସନ୍ଦେହ ରହିଲେ ହୃଦୟର ଅବସ୍ଥା ଠିକ ସେହିପରି ହୋଇଥାଏ ।।""

"ନିଜ ନିଜର ସ୍ଥାନରେ ଅଟଳ ରହି ଲକ୍ଷ୍ୟ ସାଧନର ପ୍ରୟାସ ଜାରିରଖିବା ଉଚିତ୍ ।କାରଣ ଲକ୍ଷ୍ୟ ସିଦ୍ଧିର ରାସ୍ତା ଏତେ ସହଜ ହୋଇ ନ ଥାଏ । ସାଧନ ପଥରେ ବିଭ୍ରାନ୍ତ ଆସିବା ସୁନିଶ୍ଚିତ ।" ବିଜୟ କୁମାର ଘଡେଇ


Feed

Library

Write

Notification
Profile