Writer, Reader
Share with friends
" ପ୍ରେମ କହି ଦେଲେ ହୁଏନି କି ଶୁଣି ଦେଲେ ହୁଏନି, ତାହା ତ ଏକ ପବିତ୍ର ଭାବନାର ମହକ ଚୁପ୍ ଥାଇ ବି ଚହଟାଇ ଦିଏ ଚଉପାସ । "
" ସମ୍ପର୍କ ମୁହଁରେ କହିଦେଲେ ହୁଏନି କି ରକ୍ତର ହୋଇଥିଲେ ହୁଏନି, ସମୟ ଓ ତା ସହିତ ବଦଳୁଥିବା ବ୍ୟବହାର ହିଁ ପ୍ରକୃତ ସମ୍ପର୍କର ପରିଚୟ ଦେଇଥାଏ । "
"କିଛି ସୁଖ କିଛି ଦୁଃଖ ଆସେ ଜୀବନେ ସଭିଙ୍କର ଡର ଭୟ ରଖ ନାହିଁ ହାର କଥା ଭାବ ନାହିଁ ସ୍ବପ୍ନ ଦେଖ କର୍ମ କର ଜିତିବାର ଭାବ ରଖ ଦେଖିବ ଜୀବନେ ପ୍ରତିଦିନ ହେବ ନୂଆ ବରଷ ।"