Bishwaranjan Tripathy
Literary Captain
AUTHOR OF THE YEAR 2020,2021 - NOMINEE

72
પોસ્ટ
5
અનુસરતા
17
ફોલોઈંગ

ଲେଖିବାକୁ ଭଲ ଲାଗେ, ଲେଖୁ ଲେଖୁ ଲେଖିଦିଏ,

મિત્રો સાથે શેર કરો

ନିଜେ ବଞ୍ଚିବା ସହ ଅନ୍ୟକୁ ବି ବଞ୍ଚିବାକୁ ଦିଅ, ଏହା ସମସ୍ତଙ୍କ ଜନ୍ମସିଦ୍ଧ ଅଧିକାର।

କମ କୁହ ଅଧିକ ଶୁଣ, ପରିଶେଷରେ ନିଷ୍ପତି ନିଅ।

ମଣିଷ ଜୀବନ ଅଢେଇ ଦିନ ୧.ଜନ୍ମଦିନ ଯାହା ଚାଲିଯାଇଛି ୨.ଅନ୍ୟଟି ମରଣ ଦିନ ଆମକୁ ଅପେକ୍ଷା କରିଛି ୩.ବାକି ଅଧାଦିନବଞ୍ଚିଛେ

ଏ ଜୀବନ ପଥରେ ଏକା ଏକା ଚାଲିବା ଯେତେ ଜଲ୍ଦି ଶିଖିଯିବା ଆମପାଇଁ ସେତେ ଭଲ କାହିଁକି ନା କିଏ ଜାଣେ କେତେବେଳେ ଆମ ଅତିନିଜର ଲୋକଟି ହାତ ଛାଡି ଏକା କରି ଚାଲିଯିବ।

ଏକା ଆସିଛେ ଏକା ଯିବା ତେଣୁ କାହାଠୁ କିଛି ଆଶା ନରଖି ଯାହାବି କରିବା ଏକାହିଁ କରିବା

ଯଦି ଜୀବନରେ କିଛି କରିବାର ଅଛି ତେବେ ଅପେକ୍ଷା ନକରି ବର୍ତ୍ତମାନ କରିବା ଦରକାର, କାହିଁକିନା ଏ ଜୀବନ କ୍ଷଣସ୍ଥାୟୀ।


ફીડ

લાઈબ્રેરી

લાખો

સૂચના
પ્રોફાઈલ