Banamali Pattanaik
Literary Colonel
21
പോസ്റ്റ്സ്
12
ഫോളോവെർസ്
3
ഫോളോവിങ്

I'm Banamali and I love to read StoryMirror contents.

കൂട്ടുകാരുമായി പങ്കുവെക്കുക
Earned badges
See all

ପ୍ରେମ...ଏକ ଅସରନ୍ତି କାହାଣୀ।ପ୍ରେମକୁ ଯେତେ ପଢ଼ିଲେ ବି ତାହା ସରେନି। ବନମାଳୀ ପଟ୍ଟନାୟକ

ପ୍ରେମର ପାହାଚେ ଯେବେ ପ୍ରାରମ୍ଭେ ଥାପିଲି ପାଦ, ଅନୁତାପେ ସିନା ଜଳେ ତଥାପି ଲାଗେ ଆନନ୍ଦ ।

କେଉଁ ବିଧାତା ହେ ଗଢ଼ିଛି ତୁମକୁ କେଉଁ ରଙ୍ଗ ତୁଳି ଧରି । ଲାଗୁଛି ଯେ ମୋତେ ତୁମକୁ ଦେଖିଲେ କରିଛ ମୋ ମନ ଚୋରି ।। -ବନମାଳୀ-

ଶରୀରର ଏଇ ଶୂନ୍ୟତା ଭିତରେ ଯେବେ ହୃଦୟ ସ୍ପନ୍ଦନ ହୁଏ । କାନ ଡେରି ଥରେ ଶୁଣ ଏ ସ୍ପନ୍ଦନ ତୁମ ନାମ ଗାଉଥାଏ ।। -ବନମାଳୀ-

ଇନ୍ଦ୍ରଧନୁ ସାତ ରଙ୍ଗକୁ ଚୋରେଇ ନାଇଛ ତୁମ ଶରୀରେ । ରାତି ସରିଯାଏ ସ୍ୱପ୍ନ ସରେନାହିଁ ତୁମକୁ ଦେଖିଲା ପରେ ।। -ବନମାଳୀ-

ଜୀବନର ଅଙ୍କାବଙ୍କା ରାସ୍ତାରେ, ଏକୁଟିଆ ବାଟୋଇ । ସରିଆସିଲାଣି ବୟସ ଖେଳ, କେହିଜଣେ ସାହା ନାହିଁ ।।


ഫീഡ്

ലൈബ്രറി

എഴുതുക

അറിയിപ്പ്
പ്രൊഫൈൽ