Sujata Routray
Literary Colonel
75
Posts
103
Followers
0
Following

Former Zoology Lecturer

Share with friends

"ମନ ମୋହିଯାଏ ଶୁଣି ସଙ୍ଗୀତ ସଙ୍ଗୀତରେ ବନ୍ଧା ସାରା ଜଗତ"

"କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର ଯାର ପ୍ରାପତିରେ ଦେବତା ନର"

"ହାତ ଗୋଡ ନାହିଁ ଖଣ୍ତିଆ ଠାକୁର ଧରିଛନ୍ତି ଡୋରି ସାରା ଜଗତର"

"ମିଳିମିଶି ରୁହ ପରିବାରେ ନ କର କଳହ ନିରନ୍ତରେ"

"ଧର୍ମ ଅନେକ ଈଶ୍ବର ଏକ "

"ପ୍ରକୃତ ପ୍ରେମରେ ନଥାଏ କାମନା ପ୍ରାପ୍ତିର ଥାଏ କେବଳ ପ୍ରୟାସ ତ୍ୟାଗର "

"କଳ୍ପନାର ଦୁନିଆରେ ଉଡିବୁଲେ ପ୍ରେମିକ ବାସ୍ତବ ଦୁନିଅକୁ ଭୁଲିଯାଏ ଭାବି ଅଳିକ"

"ପୋଛିଦେବା ହିଂସା,ଦ୍ବେଷ,ଭ୍ରଷ୍ଟାଚାର ଶପଥ ନେବା ଆସ ହେ ବୀର "

"ଝୁରୁଛୁ ତୁମ୍ଭଙ୍କୁ ହେ ମହାନ ଅତ୍ମା ଫେରିଆସ ଥରେ ଦେଶକୁ ଆମ"


Feed

Library

Write

Notification
Profile