@dr-suresh-chandra-barada

ଡ.ସୁରେଶ ଚନ୍ଦ୍ର ବରାଡ଼

61
Posts
1
Followers
0
Following

ସାରସ୍ଵତ ସାଧନାରେ ବ୍ରତୀ ଜଣେ ସରସ୍ଵତୀ ଭକ୍ତ

Share with friends
Earned badges
See all

ସମୟ ସମୟର ଗତି ଅଣଲେଉଟା ଯେ ଚାହୁଁ ଚାହୁଁ ଯାଏ ଚାଲି, ବ୍ୟର୍ଥରେ ତାହାକୁ କରିବାନି ନଷ୍ଟ ଆଜି ଆସିବନି କାଲି।

ସମୟ ସମୟର ଗତି ଅଣଲେଉଟା ଯେ ଚାହୁଁ ଚାହୁଁ ଯାଏ ଚାଲି, ବ୍ୟର୍ଥରେ ତାହାକୁ କରିବାନି ନଷ୍ଟ ଆଜି ଆସିବନି କାଲି।

ବିଶ୍ୱାସ ବିଶ୍ୱାସ ତୁଟିଲେ ଯୋଡିହୁଏ ନାହିଁ ଯେହ୍ନେ କାଉଁରିଆ କାଠି, ଅବିଶ୍ୱାସ ଯହିଁ ପ୍ରବେଶ କରଇ ରହେନାହିଁ ଯମା ସେଠି।

ବିଶ୍ୱାସ ବିଶ୍ୱାସ ତୁଟିଲେ ଯୋଡିହୁଏ ନାହିଁ ଯେହ୍ନେ କାଉଁରିଆ କାଠି, ଅବିଶ୍ୱାସ ଯହିଁ ପ୍ରବେଶ କରଇ ରହେନାହିଁ ଯମା ସେଠି।

ଜୀବନ ଜୀବନର ମାନେ ସହଜ ନୁହଇ ଭାଇ ଏ ବଡ଼ କଠିନ, ସେ କଠିନ ପଥ ଅତିକ୍ରମି ଆଗେ ବଢ଼ିବା ନାମ ଜୀବନ।

ଏମିତି ସମୟ ଆସେ ଜୀବନରେ ହୁଏ ଏକା ରହିବାକୁ, କିଛି ଦୁଃଖ ଆସେ ନୀରବରେ ନିଜେ ନିଜେ ହୁଏ ସହିବାକୁ।

Feed

Library

Write

Notification
Profile