ହେ ଗୁରୁ ତୁମେ ମୋ ପାଖରେ ସର୍ବଦା ଈଶ୍ୱର। ତମ ସାହାଯ୍ୟ ଓ ସହାୟତା ଯୋଗେ ହୋଇଛି ମୁଁ ଆଜି ଏତେ ଯୋଗ୍ୟ। ଦିଅ ହେ ଗୁରୁ ତୁମେ ମୋତେ ଆଶିର୍ବାଦ ଯେପରି ପହଞ୍ଚେ ମୁଁ ମୋ ଲକ୍ଷ୍ୟପଥ ତୁମରି ଆଶିଷେ।
ହୋଲିର ରଙ୍ଗର ନାହିଁ ଯେତେ ଡର ଏ ଦୁନିଆରେ । ସବୁଠାରୁ ଡର ଲାଗୁଛି ରଙ୍ଗ ଵଦଳୁ ଥିବା ସେହି ସ୍ବାଥପର ସାଙ୍ଗସାଥୀ ଓ ବନ୍ଧୁବାନ୍ଧବ ମାନଙ୍କ ଦୁଇପ୍ରକାର ରୂପକୁ । ହେ ମୋର ସଖା ଜଗତର ନାଥ ଜଗନ୍ନାଥ ମୋତେ କେବଳ ତମେ ହିଁ ରକ୍ଷାକର।
Mother is the only person of the world who love her children without any expectations . Neither other person have anything wish n expectations from you. so be love n take care of your mother also unconditionally.
କୋରୋନା କରିଛି ବହୁତ୍ ହୀନସ୍ତା ଏହାର ନାହିଁ ତ କଳନା ହେଲେ ବହୁତ୍ ଗୁରୁତ୍ୱପୂର୍ଣ୍ଣ କଥା ଶିଖେଇ ଛି ମଧ୍ୟ ଏ କୋରୋନା। କିଏ ପର ପୁଣି କିଏ ଆପଣାର ସବୁ ଙ୍କୁ ଚିହ୍ନାଇ ଦେଲା ବିପତ୍ତି ସମୟରେ ଏହି ମହାମାରୀ କୋରୋନା।
କଥାରେ ଅଛି ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି। ତାହାଲେ ଏ ପଥର କେବଳ କାହିଁକି ନାରୀ ମାନଙ୍କ ଉପରେ ପଡିଵ ଯଦି ଉଭୟ ନାରୀ ଓ ପୁରୁଷ ସମାନ ସମାଜରେ ତାହାଲେ ନାରୀ ଏକା କାହିଁ ସହିବ? ସତରେ ସମାଜର ଢଗ ବି ଭାରି ପକ୍ଷପାତିତା କରୁଛି।
without believe not relation stay life long like without hard hardwork we not get any success.so be strong ur believe in ur relationship.
କୋରୋନା ତାର କରାଳ ରୂପ ଦୁନିଆ ଲୋକଙ୍କୁ ଭୟଭୀତ କରିଛି ସତ ହେଲେ ସଂପର୍କ ଓ ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ଙ୍କ ଅସଲି ରୂପ ଦେଖେଇ ଦେଲା।
ଜଗତ ଜନନୀ ଜୟ ମା ତାରିଣୀ ତୁଗୋ ଅଟୁ ବିଘ୍ନ ଵିନାଶିନି ଓ ଵିପଦନାଶିନି ଜୟ ଝଙ୍କଡ଼ ଵାସୀୀନ ରକ୍ଷା କର ଏ ଘଡିସନ୍ଧି ସମୟରେ ଲୋ ମାଆ ଜଗତକୁ।