DAYANAND SABAR
Literary Captain
38
പോസ്റ്റ്സ്
0
ഫോളോവെർസ്
0
ഫോളോവിങ്

my self dayanand sabar, and i am a soldier, poet, and writer lyricist i like odia, hindi, kosli poem, story ,song writing,and reading, drowing,dancing, vallyball football, cricket playing, search and follow my Facebook-DAYANANDA SABAR and Instagram-Dayanand sabar and YouTube-Dayanand... Read more

കൂട്ടുകാരുമായി പങ്കുവെക്കുക
Earned badges
See all

କେମିତି ଜଣେଇବି ସାଥି ମୋ ହୃଦୟର ବ୍ୟଥା ତତେ ନିଜଠୁ ବେସି ଚାହେଁ ତୁ ଜାଣିଥା ଏ କଥା

ଏତେ ପ୍ରେମ ଢାଳି ଦେବି ଆସିବୁ ଯଦି ମୋ ପାଖକୁ ତୁହି କେତେ ଦିନ କେତେ ରାତି କାଟିଛି ତୋ ଆସିବା ବାଟକୁ ଚାହିଁ

ସକାଳରୁ ତୋ ନାଁ ସାଥି ମୋ ସ୍ପନ୍ଦନ ରେ ଭରି ଯାଏ ଦିନରାତି ତୋ ଭାବନାରେ ମୋ ଜୀବନ ଚାଲିଥାଏ

ତୋ ବିନା ସାଥି ଗୋଟିଏ ମୁହୂର୍ତ୍ତ ରହି ପାରୁନି ତୋ ବିନା ସାଥି ମୋ ହୃଦୟ ଆଉ ସହି ପାରୁନି

तुम्हारे यादो में मेरे आँख से आंसू निकलती है तुम्हारे लिए पागल हूँ मै क्या यह मेरे गलती है?

My heart wish u always by my side, my heart wish u everytime be with me until last breathe.

ତମେ କେନ୍ ରେଜର ରାଜଜେମା ନା ପରୀ ରେଜର ପରୀ ।। ସୌନ୍ଦର୍ଯ୍ୟ ନେ ପରିପୂର୍ଣ୍ଣ ତମେ ତମର୍ ସଂଗେ କେନ୍ ହେଇ ପାରବା ସରି ।।

ଅଧର୍ମି ସାଙ୍ଗେ ସାଙ୍ଗ୍ ନି ହ କର୍ କିଛି ଭଲ୍ କାମ୍ ସବୁ ନ ତୋର୍ ଚର୍ଚ୍ଚା ହଉ ଦୁନିଆ ନେ ରହୁ ନାଁମ୍

ସତ କହୁଥା ସବୁ ବେଲେ ସତ୍ ର ହେସି ଜଏ ଲାଲଚ୍ ସବୁନୁ ବଡ଼ ଶତ୍ରୁ ଆଏ ଜିବନ୍ ହେସି ପରଛା କ୍ଷଏ


ഫീഡ്

ലൈബ്രറി

എഴുതുക

അറിയിപ്പ്
പ്രൊഫൈൽ