I'm Santwana and I love to read StoryMirror contents.
ବୟସର ବୈଠକ ରେ ପୁଣି ଅନିୟନ୍ତ୍ରିତ ଅଣନିଃଶ୍ବାସୀ ପ୍ରସ୍ତାବ ମାନେ ଆଗତ ; କିଏ ଯଦି ସତେ ସେମାନଙ୍କୁ ବୁଝେଇ ଦିଅନ୍ତା , ତୁମ ପରେ ତୁମ ଅନୁପସ୍ଥିତି ବି ମୋର ଆକର୍ଷଣ ।