@dmpc5nxt

Gyanaranjan Sahoo
Literary Colonel
AUTHOR OF THE YEAR 2018 - NOMINEE



50
Posts
182
Followers
0
Following

Born in 1969 ,a child of innocence and solitude had become fascinated towards the world of literature during senior secondary study period at B.J.B. College, Bhubaneswar started writing poems . The dream of a science student to enter into the field of engineering had also entered to... Read more

Share with friends

Submitted on 27 Jun, 2019 at 21:44 PM

କଣା ବଗୁଲା ମାରୁଛି ଢେଲା ଆଖି ଥିଲାବାଲା ହେଲେଣି କାଲା । ଜ୍ଞାନରଞ୍ଜନ ସାହୁ

Submitted on 27 Jun, 2019 at 21:30 PM

ବୃକ୍ଷ ପରି ନାହିଁ ଜଗତେ ମିତ ତା' ବିନୁ ବଞ୍ଚେନା ପ୍ରାଣୀ ଜଗତ । ଚାହଁ ଯଦି ଦୀର୍ଘ ସୁସ୍ଥ ଜୀବନ ପିଲାଏ କରିବା ଚାରା ରୋପଣ । ଜ୍ଞାନରଞ୍ଜନ ସାହୁ

Submitted on 27 Jun, 2019 at 21:02 PM

ଜ୍ଞାନ ଜୀବନକୁ ସରସ, ସୁନ୍ଦର ଓ ବିନମ୍ର କରିବା ପରିବର୍ତ୍ତେ ଅହଙ୍କାରୀ ହେଲେ ଅଜ୍ଞାନତା ତା'ଠାରୁ ଶତଗୁଣେ ଶ୍ରେୟସ୍କର । ଜ୍ଞାନରଞ୍ଜନ ସାହୁ

Submitted on 27 Jun, 2019 at 20:40 PM

प्यार पत्थर को भी पिघला सकता है मगर पत्थर दिल किसी से प्यार नहीं कर करती । ज्ञानरंजन साहु

Submitted on 27 Jun, 2019 at 19:37 PM

ମହତ ଲୋକ ଦୁନିଆରେ ସ୍ବତଃ ଆଦୃତ ହୁଅନ୍ତି । ଜ୍ଞାନରଞ୍ଜନ ସାହୁ

Submitted on 27 Jun, 2019 at 19:28 PM

Greatmen are self made. Gyanaranjan Sahoo

Submitted on 27 Jun, 2019 at 19:19 PM

ଜୀବନରେ ସନ୍ତୋଷ ଲାଭ କରିବା ପାଇଁ ହେଲେ, ନିଜର ଦୋଷ ଦେଖିବା ଶିଖ, ଅନ୍ୟର ନୁହେଁ । ଜ୍ଞାନରଞ୍ଜନ ସାହୁ


Feed

Library

Write

Notification

Profile