Gyanaranjan Sahoo
Literary Colonel
AUTHOR OF THE YEAR 2018,2021 - WINNER

102
Posts
187
Followers
1
Following

Born in 1969 ,a child of innocence and solitude had become fascinated towards the world of literature during senior secondary study period at B.J.B. College, Bhubaneswar started writing poems . The dream of a science student to enter into the field of engineering had also entered to the author's... Read more

Share with friends

ସହଜଲବ୍ଧ ପଦାର୍ଥର ମୂଲ୍ୟ ସହଜରେ ବୁଝି ହୁଏନାହିଁ, ବୁଝିଲାବେଳକୁ ତାହା ଅସହଜ ହୋଇଯାଇଥାଏ ।

ପ୍ରଭୁତ୍ୱର ନିଶା ସମାଜକୁ ଅପଙ୍ଗ କରିଦିଏ । ସେବାର ତୃଷା ମଣିଷକୁ ପ୍ରଭୁ କରିଦିଏ ।

ନିଜୁ ଭଲପାଇବା ପାଇଁ ସିଦ୍ଧାନ୍ତ ଆବଶ୍ୟକ ନ ଥାଇପାରେ କିନ୍ତୁ ସମାଜରୁ ଭଲପାଇବା ଅର୍ଜନ କରିବାକୁ ହେଲେ ଜୀବନରେ ସିଦ୍ଧାନ୍ତ ଏକାନ୍ତ ଅପରିହାର୍ଯ୍ୟ ।

ମଣିଷ ମନରେ ଅଛି ଶତ ସିଂହର ବଳ । ଉଦ୍ରେକ କରାଅ ତାକୁ ନାହିଁ ବେଳ ଅବେଳ ।

ସଫଳତା ଅପେକ୍ଷା ସନ୍ତୋଷ ଜୀବନକୁ ପରିପୁଷ୍ଟ କରେ ।

Future is destined upon present.

ଭବିଷ୍ୟତର ଅହେତୁକ ମୋହରେ ବର୍ତ୍ତମାନକୁ ଅବହେଳା ବୁମେରାଂ ସଦୃଶ ।

ଆତ୍ମସନ୍ତୋଷ ବିନା ସଫଳତାର ସୁଖ ପ୍ରକୃତ ଆନନ୍ଦ ଦେଇପାରେନା ।

କଣା ବଗୁଲା ମାରୁଛି ଢେଲା ଆଖି ଥିଲାବାଲା ହେଲେଣି କାଲା । ଜ୍ଞାନରଞ୍ଜନ ସାହୁ


Feed

Library

Write

Notification
Profile