Sunanda Kantha
Literary Captain
26
पोस्ट
0
फोल्लोवेर्स
4
फॉलोविंग

nature lover

दोस्तों से साझा करें
Earned badges
See all

ଜୀବନରେ ଅନ୍ଧାର ଆସିଲା ବୋଲି ମୁଁ ଆଲୁଅର ଉପସ୍ଥିତି କୁ ବୁଝିପାରିଲି l

ବାସ୍ତବ ହୃଦୟ କୁ କେହି ଏଠି ବୁଝନ୍ତି ନାହିଁ ଛଳନା କୁ ସମ୍ମାନ ଦିଅନ୍ତି l

ସଙ୍କଟୁ ଉଦ୍ଧାର କର ଶ୍ରୀ ହରି ସଂସାର ସାଗରୁ କର ହେ ପାରି l ସହି ହେଉ ନାହିଁ ବିଷମ ଯନ୍ତ୍ରଣା ତୁମ ନାମ ଧରି ଦିନ ଯାଏ ସିନା l

ଆହେ ପ୍ରଭୁ ଚକାଆଖି ଜୀବନଟା ଯାଉ ମୋର ତୁମକୁ ଡାକି

ବୁଝ ଟିକେ ପ୍ରଭୁ ମୋ ମନ କଥା କିଏ ବା ବୁଝିବ ଅନ୍ତର ବ୍ୟଥା ଦିଅ ଢାଳି ତୁମ କରୁଣା ଜଳ ଭରି ଦିଅ ମୋର ମନରେ ବଳ


फीड

लाइब्रेरी

लिखें

सूचना
प्रोफाइल