Purita Rana
Literary Captain
32
Posts
23
Followers
3
Following

None

Share with friends
Earned badges
See all

ପରିସ୍ଥିତି ଓ ପରିବେଶ ମଣିଷକୁ ବହୁତ କିଛି ଶିକ୍ଷାଏ । Purita Rana

ଜୀବନ ହେଉଛି ଭଗବାନଙ୍କର ଏକ ଅମୂଲ୍ୟ ଉପହାର ଯେଉଁ ଉପହାରରେ ଆମେ ପାଇଥାଉଁ ଜୀବନର କିଛି ସ୍ମୃତି କିଛି ଅନୁଭୂତି ତେଣୁ ପରିସ୍ଥିତି କୁ ଦୋଷ ନଦେଇ ଆଗକୁ ମାଡ଼ି ଚାଲିବା ଉଚିତ । Purita Rana

ଯେଉଁ ସ୍ମୃତି ତୁମ ମନରେ କଷ୍ଟ ଦେଉଛି ତାହାକୁ ସମୟ ଲାଗିଲେ ମଧ୍ୟ ଶିଘ୍ର ଭୁଲିଯିବା ଉଚିତ ନହେଲେ ଆଗକୁ ବଞ୍ଚିବା ବହୁତ କଷ୍ଟ ହୋଇଯାଏ । Purita Rana

ମଣିଷ ତାରି ପାଇଁ କାନ୍ଦେ ଯାହାକୁ ନିଜଠୁ ଅଧିକ ଭଲ ପାଏ । Purita Rana

ମଣିଷ କର୍ମ ଅନୁସାରେ ଫଳ ପାଇଥାଏ ନିଜ ମନର ଭାବନା ଅନୁସାରେ ନୁହଁ । Purita Rana

ଏକତା ଜୀବନ ବଞ୍ଚିବା ଶିକ୍ଷାଇ ଦିଏ ତେଣୁ କୁହାଯାଏ ଏକତା ହିଁ ବଳ ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ମଧ୍ୟ ଏକତାର ମନୋଭାବ ବଞ୍ଚିବା ଓ ବଢିବାର ସୁଯୋଗ ଦେଇଥାଏ । Purita Rana

ବିଜ୍ଞାନ ଯୁଗରେ ପାଦ ଦେଇଚାଳ କିନ୍ତୁ ନିଜ ପରମ୍ପରା କୁ କେବେବି ଭୁଲ ନାହିଁ

ଦୁଃଖର ଅନ୍ୟନାମ ପ୍ରଲୋଭନ

ପ୍ରତିଟି ଋତୁ ରେ ମଣିଷ କିଛିସ୍ମୃତି ଓ ଅନୁଭୂତି ପାଇଥାଏ ।


Feed

Library

Write

Notification
Profile