Writer Roja Panda
Literary Brigadier
AUTHOR OF THE YEAR 2020 - NOMINEE

258
Posts
291
Followers
3
Following

I may not be perfect but I am definitely honest..........................

Share with friends
Earned badges
See all

ଘର ତ ସେଇଟା ଯେଉଁଠି ବାପା ମାଆ ଆଉ ପୁରା ପରିବାର ଥାଏ ...ରୋଜା ପଣ୍ଡା.....

ଇଟା , ପଥରରେ ତିଆରି ମହଲ ଘର ନୁହେଁ, ଘର ତ ଗୋଟିଏ ମମତା ଆଉ ସ୍ନେହର ଡୋର ....ରୋଜା ପଣ୍ଡା......

ପ୍ରତ୍ୟେକ ଦିନ ମୋ ସାଥିରେ ଚାଲୁଥିବା ସେଇ ଅଚିହ୍ନଆ ମଣିଷକୁ ଯେତେବେଳେ ଆଜି ବୁଲି ଦେଖିବାକୁ ଚେଷ୍ଟା କଲି, ଜାଣିଲି ସେଇ ଅଚିହ୍ନଆ ମଣିଷଟି ଆଉ କେହି ନୁହେଁ,ସେ ମୋ ଛାଇ..... ....ରୋଜା ପଣ୍ଡା.....

ପ୍ରତ୍ୟେକ ଦିନ ମୋ ସାଥିରେ ଚାଲୁଥିବା ସେଇ ଅଚିହ୍ନଆ ମଣିଷକୁ ଯେତେବେଳେ ଆଜି ବୁଲି ଦେଖିବାକୁ ଚେଷ୍ଟା କଲି, ଜାଣିଲି ସେଇ ଅଚିହ୍ନଆ ମଣିଷଟି ଆଉ କେହି ନୁହେଁ,ସେ ମୋ ଛାଇ..... ....ରୋଜା ପଣ୍ଡା.....

ନିଆରା ମଣିଷଟିଏ ମୋ ବାପା ମୋପାଇଁ ଆଶାବାଡିଟିଏ ମୋ ବାପା ମୋର ଛୋଟ ବଡ ପ୍ରତ୍ୟେକଟି ସ୍ୱପ୍ନକୁ ଗୋଟେଇ ସାଇତି ରଖୁଥିବା ମଣିଷଟି ହେଉଛନ୍ତି ମୋ ବାପା ଆଜି ମୁଁ ଯେଉଁଠି,ଯେମିତି, ଯାହାବି ପାଇଛି ତାର ପଛର କାରଣ ହିଁ ମୋ ବାପା ମୋ ପାଇଁ ଅମୂଲ୍ୟ ସମ୍ପଦ ମୋ ବାପା ରୋଜା ପଣ୍ଡା

ଶୀତ ସକାଳଟି ଭାରି ସୁନ୍ଦର ବିନ୍ଦୁ ବିନ୍ଦୁ ପଡିଥାଏ କାକର ଶୀତ ସକାଳର କଅଁଳ ଖରା ଦେହରେ ଟିକିଏ ବାଜିଲେ ପରା ଭାରି ଆରାମରେ ଦିନଟି କଟେ ଖୁସିର ଲହରୀ ମନରେ ଛୁଟେ Roja panda.......

କାର୍ତ୍ତିକ ମାସରେ ପଞ୍ଚକ ପଡେ ଫୁଲ,ମୁରୁଜରେ ଚଉଁରା ବୁଡେ ହବିଷ ଭାତକୁ ଓଉ ଡାଲମା କି ବଖାଣିବି ମୁଁ ତାର ମହିମା କଞ୍ଚା କଦଳୀକୁ ବନ୍ତଳ ଆଳୁ ଖୁସିରେ ଏବର୍ଷ ପଞ୍ଚକ ସରୁ Writer Roja........

Feed

Library

Write

Notification
Profile