ସେ ଅଭିନ୍ନ,ଅନନ୍ୟ ଆଉ ଅପ୍ରତିଦ୍ବନ୍ଦୀ । ସେ ନୁହେଁ ଅବଳା, ଦୁର୍ବଳା । ସେ କେବଳ ଜଣେ ସର୍ବସଂହା ସର୍ବଗୁଣା ଆଉ ତ୍ୟାଗ ମୟୀ । ସେ ହେଉଛି ନାରୀ
"ପରିବାର" ଏକ ମହା ଦ୍ରୁମ ପରି,ଏହାରପ୍ରତ୍ୟେକ ଟି ସଦସ୍ୟ ସେଇ ଦ୍ରୁମ ର ଶାଖା ପ୍ରଶାଖା ପରି , ସିଏ ଯେତେ ମଜବୁତ ହୁଅନ୍ତି ପରିବାର ର ସମ୍ପର୍କ ସେତେ ସୁଦୃଢ଼ ଆଉ ପ୍ରେମମୟ ହୁଏ
ଏ ଶସ୍ତା ରାଜନୀତି ର ଗତିପଥ ଯାହା ବି ହେଉନା କାହିଁକି କିନ୍ତୁ ଆମକୁ ପିଲା ବେଳର ବହୁତ କଥା ମନେ ପକେଇବକୁ ବାଧ୍ୟ କରିଥାଏ ପ୍ରାଇମେରୀ ସ୍କୁଲ ର ସେଇ ଭୋଟିଂ ବୁଥ ଗୁଡିକ
ଏ ଶସ୍ତା ରାଜନୀତି ର ଗତିପଥ ଯାହା ବି ହେଉନା କାହିଁକି କିନ୍ତୁ ଆମକୁ ପିଲା ବେଳର ବହୁତ କଥା ମନେ ପକେଇବକୁ ବାଧ୍ୟ କରିଥାଏ ପ୍ରାଇମେରୀ ସ୍କୁଲ ର ସେଇ ଭୋଟିଂ ବୁଥ ଗୁଡିକ
ପ୍ରେମ ଏକ କଅଁଳ ଶିଶୁ ପରି,ତାକୁ ଯେତେ ସ୍ନେହ ଶ୍ରଦ୍ଧା ଦେଇ ଆପଣାର କରିପାରିବ ସେ ସେତେ ତୁମ ଆଡକୁ ଆକର୍ଷିତ ହୋଇ ତୁମକୁ ଭିଜେଇ ଚାଲିବ ତା ବାସ୍ନା ରେ । ସେ ସବୁବେଳେ ସ୍ଵଛ,ପବିତ୍ର,ନିଷ୍ପାପ ଆଉ କିଛି ନପାଇବାର ଆଶା ରଖିନଥିବା ଭାବନା ଟେ ।
ବିବାହ ପ୍ରେମ ର ପୂର୍ଣ୍ଣତା ନୁହେଁ ଆଉ ଯେଉଁ ମାନେ ସେଇଟା କୁ ହିଁ ପ୍ରେମ ର ପରିସମାପ୍ତି ଭାବନ୍ତି ସେଇ ମାନେ ହିଁ ପରସ୍ପର ପରସ୍ପରକୁ ଦୋଷା ରୋପ କରନ୍ତି । ସେଥିରୁ ଜଣାପଡେ କି ତାଙ୍କ ପ୍ରେମରେ କେବଳ ସ୍ୱାର୍ଥ ହିଁ ଭରି ରହିଥିଲା
ଅଧିକାର ଆଢୁଆଳରେ ଅଭିଯୋଗ ର ପୃଷ୍ଠା ଟିଏ ମୁଁ ସବୁବେଳେ ତୁମ ପାଇଁ ଲେଖୁଥାଏ କାହିଁକି ନା ଏଇଟା ତୁମ ପାଇଁ ମୋର ଭଲ ପାଇବା