@poulastya-creation

Poulastya Saha
Literary Lieutenant
AUTHOR OF THE YEAR 2020 - NOMINEE

11
Posts
4
Followers
0
Following

A person identify from his own creation

Share with friends

ପ୍ରତାରଣା ଜ୍ବାଳା ସହି ହୁଏ ନାହିଁ କହି ହୁଏ ନାହିଁ କାହାକୁ, କେମିତି ପ୍ରଥମ ପ୍ରେମ ସେ ଦୋଷ ଅବା ଦେବି କାହାକୁ। ପୌଲସ୍ତ୍ୟ ସାହା

ଜୀବନ ଟା ସିନା କିଛି କ୍ଷଣ ପାଇଁ କରିବା ମହତ କାମ, ଜୀବନ ମଧ୍ଯରେ ଭଲ କାମ କରି ରଖିବା ଜାତିର ନାମ।। କବି :- ପୌଲସ୍ତ୍ୟ ସାହା

"ସମୟ ସୁଅରେ ମଣିଷ ବଦଳେ ବଦଳେ ନାହିଁ ସମୟ, ଯଦି ଜନମିଛୁ ମରିବୁ ନିଶ୍ଚୟ ମରଣ କୁ କାହିଁ ଭୟ । ।।ବଡ଼ ବିଚିତ୍ର ଏ ସମୟ ।। " ପୌଲସ୍ତ୍ୟ ସାହା, ମୋ :-୯୩୪୮୮୪୦୬୧୧

ଜୀବନ ଟା ସାଗର ଟେ ହୁଏ ଦୁଃଖ ସୁଖ ଅଟେ ଲହରୀ, ହରି ନାମ ଏକା ନଉକା ବାବୁରେ ସଂସାରୁ ହେବାକୁ ପାରି । ।। ପୌଲସ୍ତ୍ୟ ସାହା

"ସାକାର ପୁଣି ସେ ଅଟେ ନିରାକାର ଧର୍ମ ର ସାଥି ସେ ଶତ୍ରୁ ଅଧର୍ମର ସର୍ବଶକ୍ତିମାନ ଆରମ୍ଭ ସ୍ରୁଷ୍ଟିର ସେ ସିନା ଅଟଇ ସାକ୍ଷାତେ ଈଶ୍ବର । " ପୌଲସ୍ତ୍ୟ ସାହା

"ବର୍ଷା ଭିଜା ତୁମ ଗୋଲାପୀ ଓଠରେ ପ୍ରିୟା ଲେଖିଦେଲି ମୋର ନାଁ କୁ, I love you କହିବି ବୋଲି ଭାବୁଥିଲି ହେଲେ ଚାଲିଗଲ ତୁମ ଗାଁ କୁ। । " ~{ ପୌଲସ୍ତ୍ୟ ସାହା }~

"ଦୁଇ ଦିନିଆଁ ମୁନୁଷ୍ ଜନମ୍ କରୁଛୁ କେତେ ଭବିଷ୍, ମରିଗଲେ ତତେ ସୋର୍ କର୍ବେ ଦିନ୍ ଦଶ୍,କୁଡେ, ପଚିଶ୍। " ~: ପୌଲସ୍ତ୍ୟ ସାହା :~

"ଜୀବନ୍ ଯଦି ସିଲି ଚକା ହେବା ଦୁଃଖ୍ ସୁଖ୍, ଆରା ପୁଟି, ସଁସାର୍ ଅଛାଣୁ ଗଲି ପଡ଼ି ଯିବା କାନ୍ ଖିଲା ଗଲେ ହିଟି । । " ପୌଲସ୍ତ୍ୟ ସାହା


Feed

Library

Write

Notification
Profile