@krushna-chandra-dakua

Krushna Chandra Dakua
Literary Colonel
82
Posts
97
Followers
2
Following

I'm Krushna Chandra and I love to read StoryMirror contents.

Share with friends

ଶାନ୍ତି ତାହା ନୁହେଁ ଯାହା ମନୁଷ୍ୟ ମୁହଁରେ ଦେଖା ଜାଏ,ଶାନ୍ତି କେବେଳ ମନୁଷ୍ୟ ଆତ୍ମ ତୃପ୍ତି ଓ ବିପୁଳ ବିଜୟର ପ୍ରତୀକ ହୋଇ ଝଳସେ - କୃଷ୍ଣ ଚନ୍ଦ୍ର

ସତ୍ୟର ବିଜୟ କେବେଳ ବଳିଷ୍ଠ ସାହସ ଦ୍ଵାରା ସମ୍ଭବ - କୃଷ୍ଣ ଚନ୍ଦ୍ର

ସତ୍ୟର ବିଜୟ କେବେଳ ବଳିଷ୍ଠ ସାହସ ଦ୍ଵାରା ସମ୍ଭବ - କୃଷ୍ଣ ଚନ୍ଦ୍ର

ମିଛ କହି ଅପରାଧ ପାଇବା ଅପେକ୍ଷା , ସତ କହି ମୃତ ହେବା ଶହେ ଗୁଣ ଭଲ - କୃଷ୍ଣ ଚନ୍ଦ୍ର

ସ୍ୱପ୍ନ ସ୍ୱପ୍ନରେ ନଥାଏ ବରଂ ନିଜେ ନିଜ ଜୀବନ ଚଲା ପଥରେ ସ୍ୱପ୍ନ ଟିଏ ଗଢିବାକୁ ହେବ ତେବେ ଯାଇ ସ୍ୱପ୍ନ ସଫଳତାର ଶୀର୍ଷରେ ପାଦ ଥାପି ହେବ !! କୃଷ୍ଣ ଚନ୍ଦ୍ର

"କର୍ମଫଳ ତାହା ନୁହେଁ ଯାହା ଅତୀତ ଜୀବନର ପ୍ରତିଫଳନ, କର୍ମଫଳ କେବେଳ ବର୍ତ୍ତମାନ ଜୀବନର ପରିପ୍ରକାଶ" - କୃଷ୍ଣ ଚନ୍ଦ୍ର


Feed

Library

Write

Notification
Profile